‘‘ଜାତୀୟ କୃଷକ ଦିବସ’’ ପାଳନ ଅବସରରେ ଜିଲ୍ଲାସ୍ତରୀୟ କୃଷକ ମହାସଭା ଅନୁଷ୍ଠିତ
ବ୍ରହ୍ମପୁର : ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ଜାତୀୟ କୃଷକ ଦିବସ ପାଳନ ଅବସରରେ ଏକ କୃଷକ ମହାସଭା ଆୟୋଜିତ ହୋଇଯାଇଅଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା- ‘‘ଏକ ସୁନିଶ୍ଚିତ କୃଷି ସକାଶେ କୃଷକମାନଙ୍କ ସଶକ୍ତିକରଣ’’। ଉକ୍ତ ସଭାରେ!-->…