ଆରପିଏଫ ଯବାନଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ
ଫୁଲବାଣୀ : ଶନିବାର ରାତ୍ର ସମୟରେ ନିଜ ଘରଠାରୁ ବାହାରି କୌଣସି କାର୍ଯ୍ୟରେ ବାଇକ ଚାଳନା କରି ଯାଉଥିବା ବେଳେ ଏମ ଆଇ ବଙ୍ଗଳା ପାର୍ଶ୍ଵରେ ଥିବା କଲଭର୍ଟ ନିକଟରେ କୌଣସି ଅଜଣା ଗାଡିରେ ଧକ୍କା ହେବା ଫଳରେ ବାଇକ୍ ରୁ ଛିଟିକି ପଡି ନିକଟସ୍ଥ ଗାତ୍ରରେ ପଡିଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ!-->…