ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ ମୋବାଇଲ ନେଟୱାର୍କ । ଫଳରେ ଗୁରୁତର ବାଧାପ୍ରାପ୍ତ ହେଉଛି ଅନଲାଇନ କାମ। ପାହାଡ଼ ପର୍ବତ ଅଞ୍ଚଳ ଲୋକ ଆମ୍ୱୁଲାନ୍ସ ଗାଡି ଯୋଗାଯୋଗ କରିବା ପାଇଁ ମଧ୍ୟ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି । ବାରମ୍ବାର…

ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲର ବ୍ୟାପକ ପ୍ରୟାସ

ବ୍ରହ୍ମପୁର : ବିଦ୍ୟୁତ ତାର ବିଛାଇବା ଯୋଗୁଁ ହେଉଥିବା ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଟିପିଏସ୍ଓଡିଏଲ୍ ପରିସରଭୁକ୍ତ ୮ଟି ଜିଲ୍ଲାରେ ଏହି ପଦକ୍ଷେପ ଆରମ୍ଭ ହୋଇଛି। ବିଦ୍ୟୁତଜନିତ…

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ବ୍ୟାଡମିଂଟନ ପ୍ରତିଯୋଗିତା

ମାଲକାନଗିରି,୭।୧୨ : ଆସନ୍ତା ୧୩ ତାରିଖ ଦିନ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ୱରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛିା କୃତି ପ୍ରତିଯୋଗୀ ମାନଙ୍କୁ ମାଲ୍ୟବନ୍ତ ମହୋତ୍ସବ ମୁଖ୍ୟ ମଣ୍ଡପରେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ…

କୋରୁକୋଣ୍ଡା ଏଫ୍‌.ସି.ଆଇ ଗୋଦାମ ସମ୍ମୁଖରେ ହତ୍ୟା ଘଟଣାରୁ ପର୍ଦ୍ଦା ଉଠାଇଲା ପୋଲିସ

ମାଲକାନଗିରି : ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ଏଫ୍‌.ସି.ଆଇ ଗୋଦାମ ସମ୍ମୁଖରେ ଗତ ଗୁରୁବାର ଦିନ ସକାଳେ ଜଣେ ମହିଳାଙ୍କ ମୃତ ଶରୀର ମିଳିଥିବା ଘଟଣାରେ ପୋଲିସ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଛନ୍ତିା ଏ ସମ୍ପର୍କରେ ଆଜି ମାଲକାନଗିରି ଏସ୍‌.ଡି.ପି.ଓ ସଚିନ ପଟେଲ ଏକ ସାମ୍ବାଦିକ…

ନିର୍ମାଣଧିନ ସଭା ଗୃହ କାର୍ଯ୍ୟ ନିର୍ମାଣରେ ବିଳମ୍ବ : ଖତ ଖାଇବାକୁ ବସିଲାଣି ଅର୍ଦ୍ଧନିର୍ମିତ ଗୃହ

କନ୍ଧମାଳ : ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ପଞ୍ଚାୟତ ମୁଖ୍ୟାଳୟ ମାନଙ୍କ ରେ ପକ୍କା ଘର ନିର୍ମାଣ କରୁଛନ୍ତି। କିନ୍ତୁ ସରକାରଙ୍କ କିଛି ବେତନ ଭୋଗୀ ଅସାଧୁ ଯନ୍ତ୍ରୀଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ଅନେକ…

ମାଓବାଦୀ ନାମରେ ଟଙ୍କା ଆଦାୟକରି ୫ ଜଣ ଗିରଫ

ଗୋଟିଏ ବନ୍ଧୁକ, ମୋବାଇଲ ଜବତ ମାଲକାନଗିରି ଚିତ୍ରକୋଣ୍ଡା : ମାଓବାଦୀ ନାମରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ନେଇ ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଳକା ମିଳିତ ପ୍ରେସ…

ସପାର କିଛି ନେତା ବିଜେପିର ବି ଟିମରେ ଅଛନ୍ତି: ଆଦିତ୍ୟ ଠାକରେ

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ନେତା ବାବ୍ରି ମସଜିଦ ଉପରେ ଯେତେବେଳେ ଏକ୍ସରେ ପୋଷ୍ଟ କରିଥିଲେ, ମହାରାଷ୍ଟ୍ରର ରାଜନୈତିକ ତାତି ବୃଦ୍ଧି ପାଇଛି । ଶିବସେନା ୟୁବିଟି ଉପରେ ଅସନ୍ତୋଷ ବ୍ୟକ୍ତ କରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଆବୁ ଅଜମୀ କହିଛନ୍ତି ଯେ ଯଦି ଏହି ମନୋଭାବ ଜାରି ରହେ…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ କୁଟ୍ଟେ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍‌ କୁଟ୍ଟେ। ବିବାଦୀୟ ଆଇପିଏସ୍ ଆଶିଷ ସିଂ ପରେ ଏବେ କୁଟ୍ଟେଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ…

ଟିକସ କଟିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ପିଟିଲେ ଗ୍ରାହକ

ଗୁଜରାଟର ଅହମଦାବାଦରେ ଥିବା ୟୁନିୟନ ବ୍ୟାଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିଛନ୍ତି ଜଣେ ଗ୍ରାହକ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ…

ପୁଲିସ କ୍ୟାମ୍ପ ଉପରେ ପୁଣି ନକ୍ସଲ ହମଲା; ୩ ଯବାନ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି। ପୁଲିସ…