ପରମ୍ପରା ନାମରେ ନୃଶଂସତା, ଯାତ୍ରା ମଞ୍ଚରେ ଅଭିନୟ କରି ଜିଅନ୍ତା ଘୁଷୁରୀ ଖାଇ ରାକ୍ଷସ ପାଲଟିଲେ !
ହିଞ୍ଜିଳିକାଟୁ ୧/୧୨ : କଳାକାର ନିଜର ପ୍ରତିଭାର ପ୍ରଦର୍ଶନ କରି ନିରିହ ପ୍ରାଣର ବଳିପକାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର କାଞ୍ଜିଅଅଁଳା ଯାତ୍ରାରେ ତଳ ସାହିରେ ଲାଗିଥିବା ଚିକିଲି ରାମାୟଣ ନାଟକରେ ସର୍ବ ସମ୍ମୁଖରେ!-->…