ବାଲି ବୋଝେଇ ହାଇଓ୍ବା ଧକ୍କାରେ ୨ ଛାତ୍ରୀ ଆହତ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ବାଲି ବୋଝେଇ ହାଇଓ୍ବା () ଧକ୍କାରେ ୨ ଛାତ୍ରୀ ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଲିଜା ପ୍ରଧାନ (୧୪) ଓ ହିଞ୍ଜିଳି ମଠପଦର ସାହିର ମୋହିନୀ ସାହୁ(୧୭)!-->…