ଶାଳାପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, କନ୍ଧମାଳର ଆଭାସୀ ମାସିକ ସାହିତ୍ୟ ଆସର

add-all

ଫୁଲବାଣୀ : ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ଆଭାସୀ ସାହିତ୍ୟ ଭାଗ ୧୫ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ଭାଗ -୧୫ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ ଇଂରାଜୀ ଅଧ୍ୟାପକ ଶାସ୍ତ୍ରୀ ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବାଲିପୁଟ ,ପୁରୀ ଯୋଗ ଦେଇଥିଲେ l ସେ ଏକା ଧରାରେ ଜଣେ କବି, ପ୍ରାବନ୍ଧିକ,ଔପନ୍ୟାସିକ, ଅନୁବାଦକ ଓ ଆଲୋଚକଆଲୋଚନାର ବିଷୟ ଥିଲା -“ସାମ୍ପ୍ରତିକକବିତା ରେ ଜନବାଦୀ ଧାରା” ଅତିଥିପରିଚାୟ କରଥିଲେ ଡ. ପ୍ରାଣବାନନ୍ଦ ପାଟଯୋଶୀ l ଶାଳପର୍ଣ୍ଣୀର ବିବରଣୀ ପାଠକରିଥିଲେ ଶ୍ରୀମତୀ ପ୍ରଭାତୀ ପାତ୍ର,ସମ୍ପାଦିକା ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ କବିତାସଂଯୋଜନା କରିଥିଲେ –ଶ୍ରାମତୀ ପ୍ରଜ୍ଞା ପାରମିତା ସାହୁ ଏବଂ ସ୍ନହl ବେହେରା ଉକ୍ତ ଆସରରେ ଓଡ଼ିଶାରବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୪ ଜଣ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ।ଆସରର ପରିସମାପ୍ତି ରେ ଡ.ମଧୁମିତା ଷଡ଼ଙ୍ଗୀ ମାର୍ଗ ଦର୍ଶିକା ଶାଳପର୍ଣ୍ଣୀସାହିତ୍ୟ,ଫିରିଙ୍ଗିଆ ଧନ୍ୟବାଦ ଅର୍ପଣ କରଥିଲେ I

ad-week
Leave A Reply

Your email address will not be published.