ପିକେଙ୍କ ସତର୍କ ପଦକ୍ଷେପ: ଉପ-ନିର୍ବାଚନରେ ​​ଦୁଇ ପ୍ରାର୍ଥୀ ବଦଳାଇଲେ

ପାଟନା: ବିହାରର ନିର୍ବାଚନୀ ରାଜନୀତିରେ ପ୍ରଶାନ୍ତ କିଶୋର(ପିକେ)ଙ୍କ ଦଳ ଜନ ସୁରାଜ ଉପ-ନିର୍ବାଚନ ପାଇଁ ଚାରିଜଣ ପ୍ରାର୍ଥୀଙ୍କୁ ବଦଳାଇଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ପିକେ ସତର୍କ ହୋଇ ପଦକ୍ଷେପ ଗ୍ରହଣ କରୁଛନ୍ତି। ପିକେ ଗୟାର ବେଲାଗଞ୍ଜ ଆସନରେ ବାରମ୍ବାର ପ୍ରାର୍ଥୀ…

ଗାଧୋଇବା ବେଳେ ବୁଡ଼ିଗଲେ ମାଆ, ପୁଅ ଓ ଝିଅ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ । ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି । ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ତିନି ମୃତକ ହେଲେ…

ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଘୋଷଣା କଲା ୩୮ ଜଣ ପ୍ରାର୍ଥୀଙ୍କ ନାମ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅଜିତ ପାୱାରଙ୍କ ଏନସିପି ୩୮ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏନସିପିର ପ୍ରାର୍ଥୀ ତାଲିକାରେ ୟେବଲାରୁ ଛଗନ ଭୁଜବଲ ଏବଂ କାଗଲରୁ ହାସନ ମୁଶ୍ରିଫଙ୍କୁ ଟିକେଟ ଦିଆଯାଇଛି। ଏଥିସହିତ ଅଜିତ ପାୱାର ନିଜେ ତାଙ୍କ ପାରମ୍ପାରିକ ଆସନ…

ବାତ୍ୟା ‘ଦାନା’ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ବାତ୍ୟା ‘ଦାନା’ ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଅଧିକାରୀମାନେ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି। ଅଧିକାରୀଙ୍କ…

ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି 

ପରିବର୍ତ୍ତନ ହେଲା ପାଗ । ଆରମ୍ଭ ହୋଇଗଲାଣି ବର୍ଷା ପବନ । କାଲିଠୁ ବଢ଼ିବ। ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି ହୋଇଛି । ଗୋପାଳପୁର ବନ୍ଦରକୁ ୮ ନଂ ବିପଦସଙ୍କେତ ଜାରି ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ…

ବାତ୍ୟା ‘ଦାନା’ : ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ପାର୍କ

ଭୁବନେଶ୍ଵର : ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ। ଏହି…

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉପାନ୍ତ ଅଞ୍ଚଳ ରାଇଘର ବ୍ଲକର ଟିମନପୁର ପଞ୍ଚାୟତର ଗୋଟିଏ ଗ୍ରାମରେ ରାସ୍ତା ଖରାପ ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଫଳରେ ନବଜାତ ଶିଶୁ ପୁତ୍ର ମୃତ୍ୟୁ । ସୂଚନା ପ୍ରକାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ‌ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଗଲାଣି । ସନ୍ଧ୍ୟାକୁ ବର୍ଷାର ପରିମାଣ ବଢିବ । ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ବିଭିନ୍ନ…

ବାସନାପଲ୍ଲୀ ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦଯାପିତ

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ହର୍ଷ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି। ବାସନାପଲ୍ଲୀ ଗ୍ରାମର ଯୁବ କମିଟି ମାନଙ୍କ ଦ୍ଵାରା ମା ଗଜଲକ୍ଷ୍ମୀ ପୂଜା ଦୀର୍ଘ ୨୫ବର୍ଷ ଧରି ହୋଇଆସୁଥିବା ବେଳେ ଚଳିତ ବର୍ଷ ସାତ ଦିନ…

ସାପ୍ତାହିକ ହାଟରେ ଚାଲିଛି ବେଧଡକ ଭାବେ ଜୁଆଖେଳ ଓ କୁକୁଡା ଲଢେଇ

ମାଲକାନଗିରି ୨୩/୧୦ : ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଟିଗଲ ଗ୍ରାମରେ ସାପ୍ତାହିକ ହାଟ ଚାଲିଥିବା ବେଳେ ହାଟ ଠାରୁ କିଛି ଦୂରରେ ବେଧଡକ ଭାବେ ଜୁଆ ଖେଳ ଓ କୁକୁଡା ଲଢେଇ ଚାଲିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ବୁଧବାର ଟିଗଲ ସାପ୍ତାହିକ ହାଟ ଚାଲିଥିଲା ବେଳେ ଏହି ହାଟ…