ଚାଷୀଙ୍କୁ ୧୩ଟି ନୂଆ ଗହମ ପ୍ରଜାତି ବଣ୍ଟନ ଆରମ୍ଭ
ନୂଆଦିଲ୍ଲୀ : କର୍ନାଲସ୍ଥିତ ଭାରତୀୟ ଗହମ ଓ ବାର୍ଲି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୧୩ଟି ନୂଆ ପ୍ରଜାତିର ଗହମର ବିହନ ବଣ୍ଟନ ଆରମ୍ଭ ହୋଇଛି। ନୂଆ କିସମର ବିହନ ପାଇବା ପାଇଁ ସାରା ଦେଶରୁ ୨୨ ହଜାର କୃଷକ ଏହି ପୋର୍ଟାଲରେ ନିଜକୁ ପଞ୍ଜୀକୃତ!-->…