ଜେଲରୁ ମୁକୁଳିବେ ଦାରା ସିଂ, ୨୬ ବର୍ଷ ଧରି ଦଣ୍ଡ ଭୋଗୁଛନ୍ତି

ଭୁବନେଶ୍ୱର:ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

କାଲି ଦାନା ବାନ୍ଧିବ ଲଘୁଚାପ, ୧୭ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର: କାଲି ଲଘୁଚାପ । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ପଶ୍ଚିମ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।…

ବାଇକ୍ ଆରୋହୀଙ୍କୁ କଚାଡ଼ି ମାରିଲା ହାତୀ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନର ସୋୟବଲି ଜଙ୍ଗଲ ନିକଟ ରାସ୍ତାରେ ଜଣେ ବାଇକ୍ ଆରୋହୀଙ୍କୁ ହାତୀ ଆକ୍ରମଣ କରି ମୃତ୍ୟୁ ଘଟାଇ ଥିବା ଜଣାପଡିଛି। ମୃତକ ହେଲେ ସେରେଣ୍ଡ। ଗ୍ରାମ ପଞ୍ଚାୟତର ସୋୟବଲି ଗ୍ରାମର ଚିନ୍ତାମଣି ପାତ୍ର(୫୫) । ମିଳିଥିବା ସୂଚନା ଅନୁଯାୟୀ ଆଜି…

କୋଲ୍ଡ ଡ୍ରିଙ୍କସ୍ ଟିଣରେ ତିଆରି ହେଲା ଅବିକଳ ନନ୍ଦିଘୋଷ ରଥ: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ ବିରଳ…

ଭୁବନେଶ୍ବର : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତିରେ ଭିଜିଛି ସାରା ଓଡ଼ିଶା। ଏହି ଅବସରରେ ନିଜ ନିଆରା କଳାକୃତି ପାଇଁ ବେଶ୍ ଜଣାଶୁଣା ଥିବା ଖ୍ୟାତନାମା ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏଥର ମଧ୍ୟ ଏକ ଚମତ୍କାର ନିଦର୍ଶନ ସୃଷ୍ଟି କରିଛନ୍ତି। ଚଳିତ…

ବିରମିତ୍ରପୁରରେ ରଥଯାତ୍ରା ଓ ବାହୁଡ଼ା ପାଇଁ କଟକଣା: ମାଛ, ମାଂସ ଦୋକାନ ବନ୍ଦ ରଖିବାକୁ ପୌରାଞ୍ଚଳର କଡ଼ା ନିର୍ଦ୍ଦେଶ

ବିରମିତ୍ରପୁର: ଆସନ୍ତା ପବିତ୍ର ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିରମିତ୍ରପୁର ପୌରାଞ୍ଚଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପାର୍ବଣର ପବିତ୍ରତା ବଜାୟ ରଖିବା ଲାଗି ସହରର ସମସ୍ତ ଆମିଷ ଦୋକାନ ବନ୍ଦ ରଖିବାକୁ…

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗୋଷ୍ଠୀ ବିକାଶ, ସ୍ଥାୟୀ ଜୀବିକା ଓ ସାମାଜିକ ପରିବର୍ତ୍ତନ ଦିଗରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିଜର ପ୍ରୟାସ ଜାରି ରଖିଛି । ଏହିକ୍ରମରେ କମ୍ପାନୀ ବ୍ରହ୍ମପୁରସ୍ଥିତ ନିଜର ପରିଚାଳନା ବିକାଶ କେନ୍ଦ୍ରଠାରେ ସିଏସ୍ଆର୍ ଉତ୍କର୍ଷ…

ଗଛ ମୂଳେ ପଡିଛନ୍ତି ଉତ୍କଳମଣି : ଦୁଇ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି

ତୁରନ୍ତ ପୁନଃ ପ୍ରତିଷ୍ଠା ଦାବି ବ୍ରହ୍ମପୁର : ବ୍ରହ୍ମପୁର ପ୍ରେମ ନଗର ରାସ୍ତା ସମ୍ପ୍ରସାରଣ ସମୟରେ ଉଠାଯାଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଦୀର୍ଘ ଦୁଇ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଏକ ଗଛ ମୂଳେ ଅବହେଳିତ ଓ ଅରକ୍ଷିତ…

ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ, ତ୍ୟାଗ ଓ କର୍ତ୍ତବ୍ୟ ପରାୟଣର ଉଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଉତ୍ସବ ସମାଜ ପ କ୍ଷରୁ ପାଳିତ ହୋଇ ଯାଇଛିା ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନ…

ପାଣିରେ ଡଙ୍ଗା ନା ଡଙ୍ଗାରେ ପାଣି ? ଚିତ୍ରକୋଣ୍ଡାରେ ୨୫୦ରୁ ଅଧିକ ନୂଆ ଡଙ୍ଗା ବର୍ଷାରେ ପଡ଼ିରହିଛି

ମାଲକାନଗିରି : ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ନିର୍ଭରଶୀଳ ଶତାଧିକ ପରିବାରଙ୍କ ଜୀବନଜୀବିକା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନୂତନ ଡଙ୍ଗା ଯୋଗାଣ ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ନିର୍ମାଣ ଶେଷ ହୋଇ ପ୍ରାୟ ଛଅ ମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀଙ୍କ ହାତକୁ ଡଙ୍ଗା…

ଭଉଣୀ ଘରୁ ଚୋରି : ଭାଇ ସହିତ ବଣିଆ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ନିକଟସ୍ଥ ବାଦଭୂମି ଗ୍ରାମରେ ଭଉଣୀ ଘରୁ ଚୋରି କରିବା ଅଭିଯୋଗରେ ଭାଇ ସହିତ ବଣିଆକୁ ଗିରଫ କରି ଚୋର ଭାଇ ଠାରୁ ଏକ ନୂଆ ମୋବାଇଲ ସହିତ ୨୫ହଜାର ଟଙ୍କା ଜବତ କରାଯିବା ସହିତ ବଣିଆ ଠାରୁ ଚୋରି ହୋଇଥିବା ସୁନା ମାଳି ଜବତ…