ଜଣେ ଧର୍ମନିରପେକ୍ଷ ସନ୍ଥ ଥିଲେ ରତନ ଟାଟା
ନୂଆଦିଲ୍ଲୀ : ଆଜି ଭାରତ ଏକ ରତ୍ନକୁ ହରାଇଛି। ଅର୍ଥାତ୍ ବିଶ୍ୱର ସୁପ୍ରତିଷ୍ଠିତ ଶିଳ୍ପପତି ରତନ ନବଲ ଟାଟା ଚିର ନିଦ୍ରାରେ। 86 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ବର୍ଷିୟାନ ଶିଳ୍ପପତି। ତାଙ୍କ ବିୟୋଗରେ ସମଗ୍ର ଦେଶ ଆଜି ଶୋକ ସନ୍ତପ୍ତ।କାରଣ ସେ!-->…