ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ

ମାଲକାନଗିରି : ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ବାଲାଟ୍ ପେପର୍ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଓ ଗଣତାନ୍ତ୍ରିକ ପଦ୍ଧତିରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାରେ…

ବିଜୁଳି ଆଲୁଅରେ ଆଲୋକିତ ହେଲା ଛାତ୍ରାବାସ ଓ ଡାଇନିଂ ହଲ୍

ମାର୍ଚ୍ଚରୁ ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ, ବିଦ୍ୟାଳୟକୁ ମିଳିଲା ସ୍ୱତନ୍ତ୍ର ୩-ଫେଜ୍ ବିଦ୍ୟୁତ୍ ସଂଯୋଗ । ମାଲକାନଗିରି : ଦୀର୍ଘ ଦିନ ଧରି ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ ଘଟିବା ପରେ ବିଦ୍ୟାଳୟ ପରିସର, ଛାତ୍ରାବାସ ଓ ଡାଇନିଂ ହଲ୍ ପୁଣିଥରେ ବିଜୁଳି ଆଲୁଅରେ…

ବିଜେପିରେ ମିଶିଲେ ପ୍ରଭାତ ବିଶ୍ଵାଳ : ବିଜେଡ଼ି ଉପରେ ବର୍ଷିଲେ

ଭୁବନେଶ୍ୱର:  ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଶେଷରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ…

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଗାଜିଆବାଦ୍‌:ଗାଜିଆବାଦ୍‌ରେ ଜଣେ ୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକାର ମୃତଦେହ ଗାଜିଆବାଦ୍‌ ରାଜନଗର ନିକଟରେ ଥିବା ନିର୍ମାଣାଧୀନ କୋଠାରୁ ଶନିବାର ଭୋର୍‌ ସମୟରେ ମିଳିଥିଲା। ମୃତ ନାବାଳିକାର…

ତାଜ୍ ହୋଟେଲ୍ କୁ ବୋମାରେ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ : ମୁମ୍ବାଇ ତାଜ୍ ହୋଟେଲ୍ କୁ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ । ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ ରେ ସର୍ଚ୍ଚ ଅପରେସନ। କେଉଁଠୁ ଆସିଥିଲା ଧମକପୂର୍ଣ୍ଣ କଲ୍ ? ଖୋଳତାଳ କରୁଛି ପୋଲିସ। ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନଭି ମୁମ୍ବାଇ ପୋଲିସ…

ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଥରିଲା ବିଶାଖାପାଟଣା

ବିଶାଖାପାଟଣା : ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା। ସହରର ଅନେକ ସ୍ଥାନରେ ଅନୁଭୂତ ହୋଇଛି । ଫଳରେ ଭୂକମ୍ପ ଭୟରେ ଲୋକମାନେ ହୋଇ ଘରୁ…

ଷ୍ଟ୍ରିଟ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ : ୨ ମୃତ, ୪ ଆହତ

ଟୋରଣ୍ଟୋ : କାନାଡର ଟୋରଣ୍ଟୋରେ ଏକ ଷ୍ଟ୍ରିଟ୍ ଫେଷ୍ଟିଭାଲ ସମୟରେ ଗୁଳିକାଣ୍ଡ ଘଟଣା ଘଟିଥିବା ସୂଚନା ମିଳୁଛି । ଏହି ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି । ସୂଚନା ପାଇ ପୋଲିସ ତୁରନ୍ତ…

ପୁଣି ହର୍ମୁଜ ବନ୍ଦ କଲା ଇରାନ, ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି

ଆମେରିକା : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି । ଇରାନ ବନ୍ଦ କଲା ହର୍ମୁଜ ପ୍ରଣାଳୀ । ଆମେରିକାର ଘନ ଘନ ଏୟାରଷ୍ଟ୍ରାଇକ୍ । ମଧ୍ୟପ୍ରାଚ୍ୟରେ ସ୍ଥିତି ପୁଣି ଥରେ ଗମ୍ଭୀର ରୂପ ଧାରଣ କରିଛି । ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ହର୍ମୁଜ ପ୍ରଣାଳୀକୁ ଇରାନ ପରବର୍ତ୍ତୀ ନିର୍ଦ୍ଦେଶ…

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO!

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରଶାସନରେ ବଡ଼ ପରିବର୍ତ୍ତନ । ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO! । ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ପରିଚାଳନାକୁ ଅଧିକ ବୃତ୍ତିଗତ ଏବଂ ସ୍ୱଚ୍ଛ କରିବା ଦିଗରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏକ ବଡ଼ ପଦକ୍ଷେପ ନେଇଛି ।…

ଓମାନ ଉପକୂଳରେ ଜାହାଜ ଉପରେ ଇରାନର ଆକ୍ରମଣ: ୧୦ ଭାରତୀୟ ଉଦ୍ଧାର, ଜଣେ ନିଖୋଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆଉ ଏକ ଉଦବେଗଜନକ ଘଟଣା ସାମ୍ନାକୁ ଆସିଛି। ରବିବାର ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ଭାରତ ସରକାର ଦୃଢ଼ ନିନ୍ଦା କରିଛନ୍ତି। ‘ଜିଏଫଏସ ଗାଲାକ୍ସି’ ନାମକ ଏହି…