ନାବାଳକ/ନାବାଳିକା ଭାଇଭଉଣୀମାନଙ୍କ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୭ବର୍ଷ, ୧୬ବର୍ଷ ଏବ°୧୩ ବର୍ଷିଆ ନାବାଳକ/ନାବାଳିକା ଭାଇ ଭଉଣୀ ମାନଙ୍କ ଅସଦାଚରଣ, ବାଡିଆପିଟା ଚୋରି ମାମଲାର ବିଚାର ୧୭ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ଅଭିଯୁକ୍ତ ଙ୍କୁ ଦୋଷୀ!-->…