ଶାଳାପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, କନ୍ଧମାଳ ଆଭାସୀ ମାସିକ ସାହିତ୍ୟ ଆସର ତ୍ରୟୋଦଶ ଭାଗ

ଫୁଲବାଣୀ : ରବିବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ତ୍ରୟୋଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ତ୍ରୟୋଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ…

ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ

ଭୁବନେଶ୍ବର : ହାଇକୋର୍ଟରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା । ସିସିଟିଭି ନ ଥିବାରୁ ହାଇକୋର୍ଟଙ୍କ ଉଦବେଗ । ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଘଟଣା ନେଇ ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ICMRର ଚିନ୍ତାଜନକ ରିପୋର୍ଟ: UTI, ଟାଇଫଏଡ ଓ ନିମୋନିଆ ଉପରେ କାମ କରୁନି ଆଣ୍ଟିବାୟୋଟିକ

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସ (UTI), ବ୍ଲଡ୍ ଇନଫେକ୍ସନ, ନିମୋନିଆ ଏବଂ ଟାଇଫଏଡ ଭଳି ରୋଗ ଉପରେ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ୍ କାମ୍ କରୁନାହିଁ। ଏକଥା ଆମେ କହୁନୁ, ଭାରତର ମେଡିକାଲ ଗବେଷଣା ସଂସ୍ଥା ଆଇସିଏମଆରର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଇଣ୍ଡିଆନ୍…

ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ

ଭୁବନେଶ୍ବର: ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ରାଜଧାନୀର ଭରତପୁର ଥାନା । ଆଜି ଥାନାରେ ହୋମ-ଯଜ୍ଞ ସହ ପୂଜାପାଠ କରିଛନ୍ତି ନୂଆ ଆଇଆଇସି ଭାବେ ଯୋଗ ଦେଇଥିବା ଦୀପକ ଖଣ୍ଡାୟତ ରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି ନୂଆ…

ଶ୍ରମକୋଡ଼ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର କଳା ଦିବସ ପାଳନ

ବ୍ରହ୍ମପୁର : ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ମାସିକ ସର୍ବ ନିମ୍ନ 26 ହଜାର ଦରମା ଓ ପୁରୁଣା ପେନସନ ଲାଗୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଦେଶ ବ୍ୟାପି କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାର ଅଂଶ ବିଶେଷ ଭାବେ ଆଜି କେନ୍ଦ୍ରୀୟ ଶ୍ରମିକ…

୫୦ଜଣ ଯାତ୍ରୀଙ୍କ ସହିତ ୩୦ ଫୁଟ ଗଭୀର ଖାଇକୁ ଖସିଲା ବସ୍

ଅମରାବତୀ: ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୋମବାର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ୩୦ଫୁଟ ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣା ଅମରାବତୀ ନିକଟ ମେଲଘାଟ ଅଞ୍ଚଳ ନିକଟରେ ଘଟିଛି। ଦୁର୍ଘଟଣା ସମୟରେ ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ତିନି…

ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ୱର :୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡ଼ି । ଗତ କାଲି ଭରତପୁର ଥାନା ମାମଲାରେ ୨୪ ତାରିଖରେ ଭୁବନେଶ୍ଵର ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ବିଜେଡ଼ିର ବରିଷ୍ଠ ନେତା ଦେବୀ ମିଶ୍ର । କିନ୍ତୁ ଆଜି ବିଜେଡ଼ି ଏହା ପ୍ରତ୍ୟାହାର କରିଛି । ଭୁବନେଶ୍ବର…

ଖାଜାସାହି ମୂଖ୍ୟ ରାସ୍ତାରେ ଉଦଘାଟିତ ହେଲା ଆଲଫ୍ ଅମୁଲ ପାର୍ଲର…

ବ୍ରହ୍ମପୁର : ସାଉଥ୍ ଓଡ଼ିଶାର ବ୍ରାଞ୍ଚ ମେନେଜର ଶୁଶାନ୍ତ ମିଶ୍ରଙ୍କ କରକମଲରେ ଏହି ଆଲଫ୍ ଅମୁଲ ପାରଲେର ଉଦ୍ ଘାଟନ ହୋଇଛିଯାଇଛି। ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଉକ୍ତ ପାରଲରର।ଏହି ଠାରେ ଅମୁଲ୍ ବ୍ରାଣ୍ଡର ପ୍ରାୟ ୧୨୦ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରୟ ହେଉଛି। ଉକ୍ତ ଉଦ୍…

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ହେବ ବିଭାଗୀୟ ତଦନ୍ତ

ଭୁବନେଶ୍ବର: କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ହେବ ବିଭାଗୀୟ ତଦନ୍ତ । ବିଭାଗୀୟ ତଦନ୍ତ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତ୍ମହତ୍ୟା ଚିଠିରେ ଡିଏଫ୍‌ଓଙ୍କ ନାଁ ଥିବାରୁ ଏନେଇ ଡିପାର୍ଟମେଣ୍ଟାଲ ଇନକ୍ବାରୀ ଜାରି କରିଛି ବନବିଭାଗ । ସିସିଏଫ୍‌ ରାଙ୍କର…

ଲେବାନନରେ ଇସ୍ରାଏଲର ଆକ୍ରମଣ; ୧୦୦ ମୃତ, ୪୦୦ରୁ ଊର୍ଦ୍ଧ୍ୱ ଆହତ

ହେଜବୁଲ୍ଲା ଏବଂ ଇସ୍ରାଏଲର ବିବାଦ ମଧ୍ୟରେ ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା। ଘନ ଘନ ରକେଟ ମାଡରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ଲେବାନନର କିଛି ଅଞ୍ଚଳ। ଏଥିରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲର ଆକ୍ରମଣ ନେଇ ଲେବାନନ…