ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତୀର୍କୀଙ୍କ ୩୭ ତମ ଜନ୍ମଦିନ: ରକ୍ତଦାନ ଶିବିର ସହ ବିଭିନ୍ନ ସେବାମୂଳକ…
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀଙ୍କ ୩୭ ତମ ଜନ୍ମଦିନ ଅବସରରେ ସହରରେ ଏକାଧିକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବୀରମିତ୍ରପୁର ଟାଉନ ହଲ୍ଠାରେ ଏକ ବୃହତ ରକ୍ତଦାନ ଶିବିର ଓ!-->!-->!-->…