ଖସଡ଼ା ଭୋଟର ତାଲିକା ପ୍ରକାଶିତ : ନୟାଗଡ଼ ଜିଲ୍ଲାରୁ ବାଦ ପଡିଲେ ୫୬,୭୦୫ ମତଦାତା

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି । ମେ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପ୍ରାଥମିକ କାର୍ଯ୍ୟ ଜୁନ ମାସ ୨୮ରେ ଶେଷ ହୋଇଥିଲା ।ଜିଲ୍ଲାର ସମସ୍ତ ନିର୍ବାଚନ…

ସୀତା ନଦୀରେ ଭାସିଗଲେ ୪ ଯୁବକ, ଜଣେ ମୃତ ; ୩ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତଣ୍ଡିବେଡା – ମନୋହରପୁର ଗ୍ରାମ ମଧ୍ୟସ୍ଥ ସୀତା ନଦୀ ପୋଲ ନିକଟରେ ଆଜି ଉପର ମୁଣ୍ଡରୁ ଆସୁଥିବା ବଢ଼ି ପାଣିରେ ସେଠାରେ ଗାଧାଉଥିବା ଲକ୍ଷ୍ମିପଶି ଗ୍ରାମର ୪ ଜଣ ଯୁବକ ଭାସି ଯାଇଥିଲେ। ଆଜି ପୂର୍ବାହ୍ନ ୧୦ଟା ପରେ ପରେ…

ଗୋ ମାଫିଆଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଏଏସଆଇ ଓ କନେଷ୍ଟବଳ ନିଲମ୍ବିତ

ବିଶୋଇ : ଗୋ ମାଫିଆଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଏବଂ ପୁଲିସ ବିଭାଗର ବିଶ୍ୱାସନୀୟତା ଉପରେ ଆଞ୍ଚ ଆଣିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗୋ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ରଖି ଖବର ଲିକ୍ କରିବା ଅଭିଯୋଗରେ ଝାରପୋଖରିଆ ଥାନାର ଜଣେ ଏଏସଆଇ…

ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟଠାରେ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଓଡ଼ଗାଁ ସେକସନ୍ ତରଫରୁ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଅଁଳା, ଗଙ୍ଗଶିଉଳି, ପିଜୁଳି, ଡାଳିମ୍ବ, ସଜନା ଭଳି ନାନା ପ୍ରକାରର ଚାରା…

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ଠପ୍

ଦଶପଲ୍ଲା: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ। ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ନାରଦିଗୋଛା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଏହି ରାସ୍ତାଦେଇ ୩/୪ ଟି…

କୁନ୍ଦ୍ରା ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ: ୫୬ଟି ଅଭିଯୋଗର ଶୁଣାଣି, ୮ଟିର ତୁରନ୍ତ ସମାଧାନ

କୁନ୍ଦ୍ରା/କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ରୋହିତ ବର୍ମା…

୯ ରେ ଖୋଲିବ ହୀରାକୁଦ ସ୍ଲୁଇସ ଗେଟ

ସମ୍ବଲପୁର : ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଗେଟ  l   ଆସନ୍ତା ୯ ତାରିଖ ଖୋଲିବ ଜଲଭଣ୍ଡାରର ସ୍ଲୁଇସ ଗେଟ  l  ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି  ।   ଆସନ୍ତା ୦୯ ତାରିଖ ସକାଳ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ…

ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର

ବ୍ରହ୍ମପୁର : ପ୍ରେମିକ ଘରେ ପ୍ରେମିକାର ଡେଡବଡି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଏସ ନୂଆଗାଁ ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର କରାଯାଇଛି l ତେବେ ମୃତକ ନାବାଳିକା ଥିବା ସୂଚନା ମିଳିଛି l ଏସ, ନୂଆ ଗାଁ ର ଅଜୟ ନାଇକ ୫ ବର୍ଷ ତଳେ…

ରଥଯାତ୍ରା ସମୀକ୍ଷା ବୈଠକ, କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତିର ହେଉଛି ସମୀକ୍ଷା । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥୀରାଜ…

ଚମ୍ପୁଆରେ ଏନକାଉଣ୍ଟର, ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସ ଗୁରୁତର

କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସକୁ ଏନକାଉଣ୍ଟର କଲା ପୋଲିସ । ତା ନାଁରେ ୩୦ ଅପରାଧୀକ ମାମଲା ରହିଛି । ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଲୁଟ କରିବାରେ ବେଶ ମାହିର ଥିଲା । ଗତକାଲି ନାସିଫକୁ ଝାଡ଼ଖଣ୍ଡ ମଝିଗାଁରୁ ଗିରଫ କରାଯାଇଥିଲା ।…