ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୟାଗଡ଼ (ନିସର୍ତ୍ତ): ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରାକୁ ଶୃଙ୍ଖଳିତ ଏବଂ ସୁ ପରିଚାଳନା କରିବାକୁ ନେଇ ପଞ୍ଚାୟତ ସମିତି ସଭାଗୃହରେ ରଣପୁର ତହସିଲଦାର!-->…