ରାଜନଗରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ପୋଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ରାଜନଗର: ବାଲି ମାଫିଆ – ପ୍ରଶାସନ ମୁହାଁମୁହିଁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବାଲି ମାଫିଆ – ପ୍ରଶାସନ ମୁହାଁମୁହିଁ । ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇ ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ । ଆଜି ରାଜନଗର ଅତିରିକ୍ତ ତହସିଲଦାର…

ହଷ୍ଟେଲରୁ +୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ହଷ୍ଟେଲରୁ +୨ ଛାତ୍ରଙ୍କ ମୃତଦେହ ଉଦ୍ଧାର| ଘରୋଇ କଲେଜ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର। ଶୁକ୍ରବାର ଏହି ଅଘଟଣ ଘଟିଛି। ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଘରୋଇ ଜ୍ଞାନଭାରତୀ କଲେଜର ଛାତ୍ର ହଷ୍ଟେଲରେ ଜୀବନ ହାରିଛନ୍ତି। ମୃତକ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର। ତାଙ୍କ…

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନୟାଗଡ଼: ଆର୍ନ୍ତଜାତୀକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧ ସପ୍ତାହ ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିଶା ନିବାରଣ ଜନିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ପତାକା ହଲାଇ ଉଦଘାଟନ କରିଛନ୍ତି l ସମଗ୍ର ଜିଲ୍ଲାର ୮ ଟି ଯାକ ବ୍ଳକ ଏହି ରଥ ପରିକ୍ରମା କରି ନିଶା ପାନ…

ଷ୍ଟ୍ରିଟଲାଇଟ୍ ଲଗାଇବାରେ ସାଙ୍ଘାତିକ ଦୁର୍ନୀତି : ଭିଜିଲାନ୍ସର ୮ ଟିମର ଜିଲ୍ଲାବ୍ୟାପୀ ତନାଘନା

ନୟାଗଡ : ତତ୍କାଳୀନ ବିଜେଡି ସରକାର ସମୟରେ ପଞ୍ଚାୟତ ଗୁଡିକରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକର ରକ୍ଷଣବେକ୍ଷଣ ଓ ମରାମତିରେ ସାଙ୍ଘାତିକ ଦୁର୍ନୀତି ନେଇ ସର୍ବଦା ଅଭିଯୋଗ ହେଉଥିଲା ।ଜିଲ୍ଲା ଭିଜିଲାନ୍ସର ୮ ଟି ଟିମ୍ ଜିଲ୍ଲାର ୨୦ରୁ ଉର୍ଦ୍ଧ୍ବ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ…

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି, ମୁତୟନ ହେବେ ୭୨ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କଡ଼ା ସୁରକ୍ଷା । ଜଗିବେ ୭୨ ପ୍ଲାଟୁନ୍ ଫୋର୍ସ, ଡ୍ରୋନ୍ ଓ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ଆସନ୍ତା ୨୯ ଜୁନ୍ ରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା । ଏହି ସମୟରେ ପୁରୀରେ ଲକ୍ଷ ଲକ୍ଷ…

ଟିପିଏସ୍ଓଡିଏଲ ତରଫରୁ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ

• କର୍ମଚାରୀଙ୍କ ମିଳିତ ପ୍ରୟାସରେ ୨୫୦କି.ଗ୍ରାରୁ ଅଧିକ ଆବର୍ଜନା ସଂଗ୍ରହ ବ୍ରହ୍ମପୁର, ଜୁନ୍ : ପରିବେଶ ସଂରକ୍ଷଣ ଏବଂ ସମାଜ କଲ୍ୟାଣ ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାସ୍ଥିତ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ…

ଅବହେଳାରେ ଅଚଳ ପାଇରୋଲାଇଜର ପ୍ଲାଣ୍ଟ

-ପରିଦର୍ଶନରେ ଆସି ଅସନ୍ତୋଷ ପ୍ରକାଶ କଲେ ସାଂସଦ ବଳଭଦ୍ର ମାଝୀ -୫୦ ଲକ୍ଷ ଟଙ୍କାର ପ୍ରକଳ୍ପ କଳଙ୍କି ଖାଉଛି, ରୋଜଗାର ଆଶା ହେଉଛି ଧୂସରଉମରକୋଟ : ଶିଳ୍ପବିହୀନ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପର ବିକାଶ କରିବା ସହ ସ୍ଥାନୀୟ ଯୁବପିଢ଼ୀଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ସରକାର…

ଅପହୃତା ନାବାଳିକା ଉଦ୍ଧାର…

ବାଲୁଗାଁ:- ଅପହୃତା ନାବାଳିକାକୁ ଉଦ୍ଧାର କରିବାସହ ଅପହରଣକାରୀକୁ ଗିରଫ କରିଛି ବାଲୁଗାଁ ପୋଲିସ।ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନିମିଖେତା ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ସ୍ତ୍ରୀ ପୁଷ୍ପଲତା ସେଠୀ ଭାଣିଜୀ ନିଖୋଜ ଥିବା ନେଇ ଗତ ୨୨ ତାରିଖରେ ବାଲୁଗାଁ ଥାନାରେ ଅଭିଯୋଗ…

ଉମରକୋଟରେ ଗୋସିନ କାନ ଜୁନ ଗୋଜୁ କାଇ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ସଭା: ଓଡ଼ିଶା ପାଇଁ ନୂତନ କମିଟି ଗଠନ

ଉମରକୋଟ :ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଗୋସିନ କାନ ଜୁନ ଗୋଜୁ କାଇ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ସଭା ଉତ୍ସାହ ଓ ଉଦ୍ଦେଶ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମଗ୍ର ଓଡ଼ିଶାର ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଶ୍ରୀରାମ ନାଗଙ୍କ ନେତୃତ୍ୱରେ ଏହି ସଭା ଆୟୋଜିତ ହୋଇଥିଲା। ସଭାରେ…

ରାଇଘରରେ “ମା କେ ନାମ ଏକ ପେଡ଼” କାର୍ଯ୍ୟକ୍ରମ, ବୃକ୍ଷରୋପଣ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଉମରକୋଟ/ରାଇଘର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ “ମାଁ କେ ନାମ ଏକ ପେଡ଼” କାର୍ଯ୍ୟକ୍ରମ ଜନସଚେତନତା ଏବଂ ପରିବେଶ ସୁରକ୍ଷାର ଏକ ଅଭିନବ ପଦକ୍ଷେପ ଭାବେ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ମାଆଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସହ ପରିବେଶ…