ରିଲ୍ସ ପାଇଁ ବାପାକୁ ବସ୍ତାରେ ପୁରାଇ କୋରିଅର କରିବାକୁ ଉଦ୍ୟମ

ବେଙ୍ଗାଲୁରୁ: ରିଲ୍ସ ପାଇଁ ବଡ଼ ପାଗଳାମୀ । ବାପାକୁ ବସ୍ତା ଭିତରେ ପୁରାଇ କୋରିଅର କରିବାକୁ ଉଦ୍ୟମ କରୁଥିଲା ବେଳେ ଫସିଗଲେ ପରିବାର ଲୋକ । ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛିରେ । ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବୃଦ୍ଧ ଲୋକଙ୍କୁ ବସ୍ତାରେ ବାନ୍ଧି

୮୦ ହଜାର ଟନ୍ କଞ୍ଚା ତେଲ ସହ ଭାରତ ପହଞ୍ଚିଲା ଜଗ ଲାଡକି

ନୂଆଦିଲ୍ଲୀ : ଭାରତୀୟ ପତାକା ଥିବା ଜାହାଜ ଜଗ୍ ଲଡକି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଜଗ୍ ଲଡକି ଏକ ତୈଳ ଟ୍ୟାଙ୍କର୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ୮୦ ହଜାର ଟନ୍ ମର୍ବାନ୍ ଅଶୋଧିତ ତୈଳ ନେଇ ଭାରତ ଆସିଛି । ପୂର୍ବରୁ ଦୁଇଟି ଭାରତୀୟ ଏଲପିଜି

ପାଲମର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ

ନୂଆଦିଲ୍ଲୀ : ଦିଲ୍ଲୀରୁ ଛାତି ଦୋହଲାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ରାଜଧାନୀ ପାଲମ ଅଞ୍ଚଳରେ ଥିବା ଏକ ୪ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ଚାଲିଯାଇଛି । କସମେଟିକ୍ ଦୋକାନରେ ନିଆଁ ଲାଗିଯିବାରୁ ଉପର

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ୬୦% ସିଟ୍ ପାଇଁ ଆଉ ଦେବାକୁ ପଡ଼ିବନି ଅଲଗା ଟଙ୍କା

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ପରିବାର ସହ ବସିବା ହେଲା ସହଜ । ଗୋଟିଏ ଟିକେଟ୍ ରେ ଥିବା ସବୁ ଯାତ୍ରୀ ପାଖାପାଖି ସିଟ୍ ପାଇବେ । ପୋଷା ପ୍ରାଣୀ ଏବଂ ବାଦ୍ୟଯନ୍ତ୍ର ନେବା ପାଇଁ ମଧ୍ୟ

୫୦୦୦ ପାଉଣ୍ଡର ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ଧ୍ୱଂସ ହେଲା ଇରାନର ମିସାଇଲ୍ ଘାଟି

ନୂଆଦିଲ୍ଲୀ: ୫୦୦୦ ପାଉଣ୍ଡର ‘ବଙ୍କର-ବଷ୍ଟର’ ବୋମା ମାଡ଼ । ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ଧ୍ୱଂସ ହେଲା ମିସାଇଲ୍ ଘାଟି । ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ

ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ

ନୂଆଦିଲ୍ଲୀ : ଇସ୍ରାଏଲ୍-ଇରାନ ଯୁଦ୍ଧ ୧୫ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଇରାନର ବରିଷ୍ଠ ଏବଂ ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା

ଏସସିବି ଅଗ୍ନିକାଣ୍ଡ ଘଟଣାରେ ୪ ନିଲମ୍ବିତ

କଟକ: କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଘଟଣାରେ ୪ଜଣଙ୍କୁ ନିଲମ୍ବନ କରାଯାଇଛି। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ସରକାରଙ୍କ ପାରିବ ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା। ଆଜି ସରକାର ଏହା ଉପରେ ଏକ ବଡ଼

ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବୁଝିବେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ

ଭୁବନେଶ୍ବର : ଏଣିକି ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ। ସେହିପରି ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବା

ଏପ୍ରିଲ ୧୬ ରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା, ପ୍ରସ୍ତୁତ ହେବ ଗୃହଗଣନା ଓ ଗୃହ ତାଲିକା

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେଉଛି ଜନଗଣନା ପ୍ରଥମ ପର୍ଯ୍ୟାୟ । ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହ ତାଲିକା ପ୍ରସ୍ତୁତ ହେବ । ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ସେଲଫ ଏନୁମିରେସନ ପୋର୍ଟାଲ ମାଧ୍ୟମରେ ନିଜେ ନିଜ ସୂଚନା ଦେଇପାରିବେ।

ଗୁଲାମ-ଏ-ଖ୍ୱାଜା କମିଟିର ଇଫତାର ପାର୍ଟି ଆୟୋଜନ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରର ୱାର୍ଡ ନମ୍ବର ୧୦ରେ ଥିବା ମିସ୍ତ୍ରି ଦଫାଇରେ ଗୁଲାମ-ଏ-ଖ୍ୱାଜା କମିଟି ଏକ ଇଫତାର ପାର୍ଟି ଆୟୋଜନ କରିଥିଲା। ଛାତ୍ର ନେତା ମହମ୍ମଦ ଆୟାଜ ଆଲାମଙ୍କ ପ୍ରୟାସରେ, ଗୋଷ୍ଠୀ ପବିତ୍ର ରମଜାନ ମାସରେ ଉପବାସ କରୁଥିବା ଲୋକଙ୍କ ପାଇଁ ଇଫତାର