ଘରେ ପଶି ଲୁଟିନେଲେ ଏଲପିଜି ସିଲିଣ୍ଡର୍
ବାରଙ୍ଗ: ମାତିଲେ ଗ୍ୟାସ ଚୋର । ଘରୁ ଟେକିନେଲେ ସିଲିଣ୍ଡର୍ । ସିସିଟିଭିରେ କଏଦ ହେଲା ଚୋର କଳା କାରନାମା । ବାରଙ୍ଗ ଥାନା ବଛିପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଘରେ କେହି ନଥିବାର ସୁଯୋଗ ନେଇ ଦିହିପହରେ ଘରେ ପଶି ସିଲିଣ୍ଡର ଧରି ଚମ୍ପଟ ମାରିଲା ଚୋର । ଲୁଟର ଶିକାର ହୋଇଛନ୍ତି!-->…