ଜୀବନ ହାରିଲେ ଏମସ ଡାକ୍ତରାଣୀ, ତଦନ୍ତ କରୁଛି ପୋଲିସ
ଭୁବନେଶ୍ୱର : ପେଟ ରୋଗ ପାଇଁ ଜୀବନ ହାରିଲେ କି ଏମସ ଡାକ୍ତରାଣୀ ? ଏମସର ଜୁନିଅର ରେସିଡେଣ୍ଟ ଡାକ୍ତର ଦିବ୍ୟା ଭି. କିଛି ଦିନ ହେଲା ମାନସିକ ଅବସାଦରେ ଥିଲେ । ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିଲା । ପେଟ ରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ଔଷଧ ମଧ୍ୟ ସେବନ କରୁଥିଲେ ବୋଲି କହିଛନ୍ତି!-->…