ବଦଳି ନୀତି କାହା ପାଇଁ ? ୧୯ ବର୍ଷ ଧରି ଏକେ ବ୍ଲକରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କୁ ନେଇ ଉଠିଲା ପ୍ରଶ୍ନ
ମାଲକାନଗିରି :ଜିଲ୍ଲାରେ ଶିକ୍ଷକ ବଦଳି ପ୍ରକ୍ରିୟା ଚାଲିଥିବା ବେଳେ କେତେକ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ସହକାରୀ ଶିକ୍ଷକ ମହଳରେ ଚର୍ଚ୍ଚା ଜୋର ଧରିଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ସେ ୨୦୦୭ ମସିହାରେ ପଣସପୁଟ ବିଦ୍ୟାଳୟରେ ପ୍ରଥମ ନିଯୁକ୍ତି ପାଇଥିଲେ। ପରେ ୨୦୧୧ ରୁ ୨୦୧୭!-->!-->!-->…