ମଣିଷକୁ ଖାଇଗଲା ବାଘ, ଜଙ୍ଗଲରେ ପଡ଼ିଛି କ୍ଷତାକ୍ତ ଗୋଡ଼

କରଞ୍ଜିଆ: ମଣିଷକୁ ଖାଇଗଲା ମହାବଳ। ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼ । ମଣିଷର ଅଧା ଦେହକୁ ଖାଇ ବାଘ ଚାଲିଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ସନ୍ଦେହ କରାଯାଉଛି । ମୃତ…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭାରେ ନୋଟିସ ବୋର୍ଡରେ ଲାଗିଲା ବିଜ୍ଞପ୍ତି । ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୧୧ ତାରିଖ ପ୍ରାର୍ଥୀପତ୍ର…

କଟକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

କଟକ: କଟକ ପ୍ରେସଛକ ମାଛ ମାର୍କେଟ ଜଳିଗଲା । ରାତି ପ୍ରାୟ ୩ଟା ବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରେସଛକରେ ଥିବା ମାଛ ମାର୍କେଟ ପୋଡ଼ି ପାଉଁଶ ହୋଇଛି । ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ…

ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ, ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର । ରଥଯାତ୍ରା ସହ ସ୍ନାନଯାତ୍ରା,ବାହୁଡ଼ା ଯାତ୍ରା ପାଇଁ ବି ନୀତି ନିର୍ଘଣ୍ଟକୁ ମୋହର । ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକରେ ମୋହର ବାଜିଛି । ସଅଳ ଦ୍ୱାର ଫିଟା ଓ ଭୋରରୁ ମଙ୍ଗଳ ଆଳତି ଉପରେ ଗୁରୁତ୍ବ…

ହାତୀକୁ ମାରି ପୋତି ଦେଲେ ଫାର୍ମ ହାଉସ୍‌ ମାଲିକ !

ଅନୁଗୁଳ : ଫାର୍ମ ହାଉସରେ ମାରି ପୋତି ଦିଆଯାଇଛି କି ହାତୀ ? ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସତ ବାହାର କରିବ ହିନ୍ଦୋଳ ବନବିଭାଗ । ହାତୀ ମାରି ପୋତିଦେବା ଘଟଣାରେ ଫାର୍ମ ମାଲିକ ପ୍ରମୋଦ କୁମାର ରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖିବା ସହ ଜେସିବି ଜବତ କରିଛି ବନ…

ଥାନାରେ ପୁଣି ଥାର୍ଡଡିଗ୍ରୀ, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର : ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ୍ ବିରୋଧରେ । ମୃତ ଯୁବକ ହେଲେ ସୁଶାନ୍ତ କୁମାର ସାହୁ । ଯୁବକକୁ କୌଣସି ଏକ ମାମଲାର ତଦନ୍ତ…

ଅନୁଗୁଳରେ ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳ: ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ଜଣେ ବୃଦ୍ଧଙ୍କ ମଣ୍ଡକୁ ଦଳିଦେଲା ଦନ୍ତା । ମୃତକ ହେଲେ ୬୫ ବର୍ଷିୟ ଗନ୍ଧର୍ବ ସାହୁ । ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ…

ସ୍ୱାଭିମାନ ଅଞ୍ଚଳର ରୂପାନ୍ତରଣ ପାଇଁ ‘ସେତୁ’ ଯୋଜନା ଓ ‘ମଡେଲ ଭିଲେଜ ମିଶନ’ର ମିଳିତ…

ମାଲକାନଗିରି : ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ମଡେଲ ଭିଲେଜ ମିଶନ’ ଏବଂ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ‘ସେତୁ’ ଯୋଜନାର ଏକ ମିଳିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…

ବିଧାୟକଙ୍କ ନିଜସ୍ୱ ଗ୍ରାମରାସ୍ତା ୪ବର୍ଷ ହେଲା ନିର୍ମାଣ ସରୁନି : ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ

ବାଲିଗୁଡା : ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ମରଣଯନ୍ତା ପାଲଟିଥିବା ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ୪ ବର୍ଷ ହେବ କଇଁଝର-ଗୁଟିଙ୍ଗିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ବେଳେ ଏବେ ଠିକାଦାରଙ୍କ…

ଓଭର ବ୍ରିଜ ତଳେ ଫଶିଲା ମାଲ ବୋଝେଇ କଣ୍ଟେନର, ଯାତାୟାତ ଠପ୍

ନୟାଗଡ଼ (ନିସର୍ତ୍ତ) : ଓଭର ବ୍ରିଜ ତଳେ ଫଶି ରହିଲା ମାଲ ବୋଝେଇ କଣ୍ଟେନର ଘଣ୍ଟା ଘଣ୍ଟା ଧରି ରାଜସୁନାଖଳା ଚାନ୍ଦପୁର ଯାତାୟାତ ଠପ୍ । ସୂଚନା ଅନୁସାରେ ଏକ କଣ୍ଟେନର ମାଲ ବୋଝେଇ କରି ବ୍ରହ୍ମପୁରରୁ ରାଜସୁନାଖଳା ଅଭିମୁଖେ ଯାଉଥିବା ବେଳେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ…