ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: ଶ୍ବାସରୁଦ୍ଧ ହୋଇ ୬ ମୃତ । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଅଘଟଣ ଘଟିଛି । ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ଜଣାପଡିଛି । …

ତାଳକଣି ଗ୍ରାମରେ ଗ୍ରିଲ ତାଡି ଝରକା ଭାଙ୍ଗି ଚୋରି, ପୋଲିସ୍ ଟିମ୍ ଓ ଡଗ୍ ସ୍କ୍ଵାଡ୍ ର ତଦନ୍ତ ଜାରି

ନୟାଗଡ଼,୨୬/୦୫ (ନିସର୍ତ୍ତ) : ତାଳକଣି ଗ୍ରାମରେ ଗ୍ରିଲ ତାଡି ଝରକା ଭାଙ୍ଗି ୭ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ତାଳକଣି ଗ୍ରାମର ବିଭୂତି ଭୂଷଣ ଲେଙ୍କା (୩୨) ବର୍ଷ ପିତା ଧୂଳି ଲେଙ୍କା ଗତ କାଲି ସୋମବାର…

ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡି ଏବଂ ସାଂସଦ ପଦରୁ ସମସ୍ତଙ୍କୁ ଚକିତ କରି ଇସ୍ତଫା ଦେଇଥିଲେ। ନୂଆଦିଲ୍ଲୀ ସ୍ଥିତ ବିଜେପି…

ସୁନାବେଡ଼ାରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା: ଆହାର କେନ୍ଦ୍ରର ଖାଦ୍ୟ ଚାଖିଲେ, ଶତପ୍ରତିଶତ ଆବର୍ଜନା ସଂଗ୍ରହ ପାଇଁ…

ସୁନାବେଡ଼ା, ୨୬/୦୫ (ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା) ତଥା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଆଜି ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ସହରର ଆହାର କେନ୍ଦ୍ର ଓ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଧାରୁଆ ଅସ୍ତ୍ରରେ ଆତଙ୍କ ଦେଖିବାକୁ ମିଳିଛି। ଭୁବନେଶ୍ୱର ନିକଟ ଜଟେଣୀ ଛକ ପେଟ୍ରୋଲ ପମ୍ପରେ କିଛି ଦୁର୍ବୃତ୍ତ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ସଂଗ୍ରାମ ଜେନା ନାମକ ଯୁବକ…

କର୍ତ୍ତବ୍ୟରେ ଅବହେଳା : ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀ ନିଲମ୍ବିତ

ନୟାଗଡ: କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି ।ନୟାଗଡ଼ ବନାଞ୍ଚଳ ଅଧୀନ ନୟାଗଡ଼ ସେକ୍ସନ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପ୍ରସାଦ ନାୟକ ଓ ମାଛିପଡ଼ା ବନରକ୍ଷୀ ରଶ୍ମିତା ବେହେରାଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ବନଖଣ୍ଡ ଅଧିକାରୀ…

ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା ଡିସକମକୁ ମିଳିଲା ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର

ବ୍ରହ୍ମପୁର : ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍)କୁ ବ୍ରିଟିଶ ସେଫ୍ଟି କାଉନସିଲ୍ ଦ୍ୱାରା ‘ଡିଷ୍ଟିଙ୍କସନ୍’ ବର୍ଗରେ ସମ୍ମାନଜନକ ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ୨୦୨୬ ପ୍ରଦାନ କରାଯାଇଛି । ଏହି…

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଗୁଡ଼ା, ତା, ୨୬/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା…

ବ୍ରହ୍ମପୁର ପୋଲିସ ଦ୍ୱାରା ଏନକାଉଣ୍ଟର ଜାରି, ଗଞ୍ଜାମ ଜିଲ୍ଲା ପୋଲିସ ଦ୍ଵାରା ୱାରେଣ୍ଟି ଗିରଫ ରେ ସୀମିତ…..!

ବ୍ରହ୍ମପୁର ପୋଲିସ ଦ୍ଵାରା ଅପରାଧୀ ସଫେଇ ଅଭିଯାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ.. ଗଞ୍ଜାମ ପୋଲିସ ପକ୍ଷରୁ ଏନକାଉଣ୍ଟର କେବେ….??ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଦ୍ୱାରା ଏନ କାଉଣ୍ଟର ଅଭିଯାନ ଜାରି ରହିଛି। ଗଞ୍ଜାମ ପୋଲିସ ଦ୍ୱାରା ୱା ରେଣ୍ଟି ଗିରଫ କରିବା ରେ ସୀମିତ ରହିଛି।…

ପୌରଧ୍ୟକ୍ଷ ପାଇଁ ବିଜେପି ଲିଙ୍କରେ ବିଜେଡି ନେତା…!

ନୟାଗଡ: ୧୬ଟି ୱାର୍ଡ ବିଶିଷ୍ଟ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହିତ ସମସ୍ତ ୧୬ଟି ୱର୍ଡ ବିଜେଡି ଅକ୍ତିଆରରେ ରହିଛି ।ମାତ୍ର ଗତ ସାଧାରଣ ନିର୍ବାଚନ ପର ଠାରୁ ନୟାଗଡ଼ ପୌର ପରିଷଦର ସ୍ଥିତି ଧୀରେ ଧୀରେ ବଦଳିବାରେ ଲାଗିଛି ।ଏକାଧିକ ବିଜେପି ନେତା ଏବେ ବିଜେପି ସମ୍ପର୍କରେ…