ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ପୋଲିସ ଗୁଳିରେ ଆହତ ଜଗା

ଭୁବନେଶ୍ବର: ପୋଲିସ ଏନକାଉଣ୍ଟରରେ ଜଗା ଆହତ। ଏନକାଉଣ୍ଟର୍ ସଂଖ୍ୟା ୯ ଦିନରେ ୩କୁ ବୃଦ୍ଧି । ପୁଣି ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ବିଳମ୍ବିତ ରାତିରେ ପୋଲିସ ଗୁଳିରେ ଆହତ ହୋଇଛି ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗା ର ଦୁଇ…

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ, ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପରେ ଦେବାଶିଷ ସାମନ୍ତରାୟଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ତୀବ୍ର…

ମାଓବାଦୀ ଲୁଟିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ୭ ରାଜ୍ୟକୁ ଏସଆଇଡବ୍ଲୁର ଚିଠି

ଭୁବନେଶ୍ୱର: ମାଓବାଦୀମାନେ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଚିଠି ଲେଖିଲା ଏସଆଇଡବ୍ଲୁ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୬୫୦ଟି ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ ମାଓବାଦୀ । ସେଥିରୁ ୪୨୦ଟି ଅସ୍ତ୍ରର ସନ୍ଧାନ ମିଳିଥିବା ବେଳେ ଏବେ ବି ଅନେକ ଅସ୍ତ୍ର ଠାବ ହୋଇନାହିଁ । ତେଣୁ ଏସବୁ…

ବିଜେଡି ଛାଡିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ବିଜେଡିକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇ ଦଳ ତ୍ୟାଗ କରିଛନ୍ତି । ତେବେ…

ପୁଣି ସରକାରଙ୍କ ବଦଳିଲା ନିଷ୍ପତ୍ତି

ନୟାଗଡ : ନୟାଗଡ଼ର ନୂଆ ଏସପି ହେବେ ୨୦୧୮ବ୍ୟାଚର IPS ଅଫିସର ଶୁଭେନ୍ଦୁ କୁମାର ପାତ୍ର । ପ୍ରଥମ ବିଜ୍ଞପ୍ତିରେ ନୟାଗଡ଼ରେ IPS ପରମାର ସ୍ମିତ ପୁରୁଷୋତ୍ତମଦାଶ ଏସପି ଭାବେ ଯୋଗ ଦେବାକୁ ଥିବା ବେଳେ IPS ଶୁଭେନ୍ଦୁ କୁମାର ପାତ୍ର ଖୋର୍ଦ୍ଧା ଏସପି ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ ସରକାର…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ୟାବିନେଟ୍ ସଂପ୍ରସାରଣ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ରାଜନୈତିକ ମହଲରେ କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ପୁଣି ଜୋର ଧରିଛି। ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ କି, କିଛି ନୂଆ ବିଧାୟକଙ୍କୁ ସୁଯୋଗ ମିଳିବ କି, ଏହାକୁ ନେଇ ଦଳ…

ନୟାଗଡ଼ରେ ବିଜେଡିର ‘ମହିଳା ଅଧିକାର ଅଭିଯାନ’: ବିଜେପି ସରକାର ଉପରେ ବର୍ଷିଲେ ଅରୁଣ ସାହୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ 'ମହିଳା ଅଧିକାର ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ…

କୋରାପୁଟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର: ୪୬ଟି ଅଭିଯୋଗର ଶୁଣାଣି, ସ୍ୱୟଂ ସହାୟକ ଗୋଷ୍ଠୀକୁ ଚେକ୍ ବଣ୍ଟନ

କୋରାପୁଟ (୨୫/୦୫/୨୦୨୪): କୋରାପୁଟ ସଦଭାବନା ସଭାଗୃହଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ରୋହିତ ବର୍ମା ମିଳିତ ଭାବେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର…

ରାଇଘରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର: ୨୭ଟି ଅଭିଯୋଗ ଗ୍ରହଣ, ସହାୟତା ସାମଗ୍ରୀ ବଣ୍ଟନ

ଉମରକୋଟ/ରାଇଘର (୨୫/୦୫/୨୦୨୪): ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର…

ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କିତ ସଚେତନତା…

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟାପିକା ଡ. ସଂଯୁକ୍ତା ଦାସଙ୍କ ନେତୃତ୍ୱରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗ୍ରାମକୁ ବୁଲି ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।ଅନ୍ଧବିଶ୍ୱାସ ଓ କୁସଂସ୍କାର…