+୨ ପରୀକ୍ଷାରେ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ପୂର୍ବତନ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ+୨ ପରୀକ୍ଷା ରେଜଲ୍ଟ ବାହାରିବା ପରେ କୃତି ଛାତ୍ରଛାତ୍ରୀ ମାନଙ୍କ ସଫଳତାରେ ଶିକ୍ଷକ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀର ପୂର୍ବତନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ କଳା ଓ ବିଜ୍ଞାନ…

ଆସନ୍ତା ୨୪ ଯାଏଁ ଅପରିବର୍ତ୍ତିତ ରହିବ ପାଗ; ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳିରୁ ମିଳିବନି ନିସ୍ତାର

ଭୁବନେଶ୍ୱର: ବୁଧବାର ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଥିବାବେଳେ, ଉପକୂଳବାସୀଙ୍କୁ ମଧ୍ୟ ଗରମ ସହ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାତିରେ ବି ତାତିରୁ ତ୍ରାହି ମିଳୁନି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ…

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାଙ୍କୁ ଦୁଷ୍କର୍ମ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଭିତରେ ଜଣେ ମହିଳା ରହିଥିବା ସୂଚନା ରହିଛି । ମୁଖ୍ୟ ଅଭିଯୁକ୍ତର ପରିଚୟ ରାଜା ବେସନ (୨୪) ବୋଲି ଜଣାପଡିଛି ।…

କୋରାପୁଟରେ ଆନ୍ତଃ-ଜିଲ୍ଲା ପେନସନ ଅଦାଲତ ଉଦ୍‌ଘାଟିତ

'ଅବସର ପୂର୍ବରୁ କାଗଜପତ୍ର ଦିଅନ୍ତୁ, ଅବସର ଦିନ ପେନସନ ନିଅନ୍ତୁ': ଉପ-ମହାଲେଖାକାର ଶୁଭମ ବୈଜ୍ୟନାଥ ସ୍ୱାମୀ କୋରାପୁଟ (ବସନ୍ତ ପେଗଡ଼) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନସନ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ ସଦ୍‌ଭାବନା ଗୃହଠାରେ ଦୁଇ…

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ : ଗଞ୍ଜାମ ୩୬୦ ଆପ ଜରିଆରେ ବାଲ୍ୟ ବିବାହ ସମ୍ପର୍କିତ ସୂଚନା ଦେଇପାରିବେ

କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ ଛତ୍ରପୁର : କିଶୋରୀମାନେ ପରିବାରର ବୋଝ ନୁହନ୍ତି । ସେମାନେ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ । ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତାସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା…

ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ୨୦୨୬

ବିଜ୍ଞାନରେ ସତ୍ୟଧର୍ମ ଓ କଳାରେ ଓମିଶଭ ପ୍ରଥମ ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ବିଜ୍ଞାନ ବିଭାଗରେ ୫୮୨ ନମ୍ବର ରଖି ସତ୍ୟଧର୍ମ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୫୭୮ ନମ୍ବର ରଖି ନନ୍ଦିନୀ ସାହୁ ଦ୍ବିତୀୟ ଏବଂ ୫୭୬ ନମ୍ବର ରଖି…

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି ନୟାଗଡ଼

ନୟାଗଡ : ପାହାଡ଼ ଓ ବଣ ଜଙ୍ଗଲ ଘେରା ନୟାଗଡ଼ ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜିଲ୍ଲାବାସୀଙ୍କୁ କଲବଲ କରୁଛି । ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଅତ୍ୟଧିକ ତାପମାତ୍ରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।ବିଗତ ବର୍ଷ ମାନଙ୍କରେ କେବେ କେବେ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ…

ମାଲକାନଗିରି ଯୋଜନା ବୋର୍ଡ ଅଧ୍ୟକ୍ଷ ପଦଭାର ସମ୍ଭାଳିଲେ ବିଧାୟକ ନରସିଂହ ମାଡ଼କାମୀ…

ମାଲକାନଗିରି, ତା.୨୧/୦୫ : ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଜିଲ୍ଲାରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏହି ନିଯୁକ୍ତିକୁ ନେଇ ଜିଲ୍ଲାବାସୀ ଓ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି । ଦୀର୍ଘ ଦିନ ଧରି…

ଗିରିରୋଡରେ ଯୁବକ ଉମେଶ ରଥ ଓ ତାଙ୍କ ବାନ୍ଧବୀ ଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣା : ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ…

ପୋଲିସ ର କଡା ଚେତାବନୀ ସୁଧୀର ଯାଅ ନଚେତ୍ ଏଠାରୁ ଚାଲି ଯାଅ... ଚାଲୁ ରହିବ ପୋଲିସର ଏନକାଉଣ୍ଟର ସିଲ ସିଲା.... ବ୍ରହ୍ମପୁର : ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଉପକଣ୍ଠ ଟାମଣା ଘାଟିରେ ପୋଲିସ ମୁକେସକୁ କରିଛି ଏନକାଉଣ୍ଟର, ଏହି ଘଟଣାରେ ଗତ କାଲି ଦୁଇ ଜଣକୁ ପୋଲିସ ଗିରଫ କରି…

ଉତ୍ତରପ୍ରଦେଶ ବାନ୍ଦା ବିଶ୍ବର ସବୁଠୁ ଉତ୍ତପ୍ତ, ତାପମାତ୍ରା ୪୭ ଡିଗ୍ରି ଉପରେ

ଉତ୍ତରପ୍ରଦେଶ: ଅସହ୍ୟ ତାତିରେ ଜଳୁଛି ଦେଶର ବିଭିନ୍ନ ରାଜ୍ୟ। ୪୭.୬ ଡିଗ୍ରୀ ସେଲସିୟସ୍ ଛୁଇଁଲା ଉତ୍ତର ପ୍ରଦେଶର ବାନ୍ଦା ଜିଲା। ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି।ଗତ ମାସରେ ଦ୍ୱିତୀୟ ଥର ବାନ୍ଦା କେବଳ…