’ଧାନ କିଣା ପ୍ରକ୍ରିୟାରେ ଖାମଖିଆଲି ମନୋଭାବ ବରଦାସ୍ତ କରାଯିବ’ ନାହିଁ : ଯୋଗାଣ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାରେ କୌଣସି ପ୍ରକାର ଖାମଖିଆଲି ମନୋଭାବ କିମ୍ବା ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସଚିବାଳୟରେ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା ସମୀକ୍ଷା ବୈଠକରେ ଅଫିସରମାନଙ୍କୁ ସିଧାସଳଖ ନାଲି ଆଖି ଦେଖାଇଛନ୍ତି ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ…

ଶ୍ରୀ ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ କମିଟି ସଦସ୍ୟମାନଙ୍କ…

କୋଡୀଙ୍ଗାରେ ଦେୱାନୀ ଓ ଫୌଜଦାରୀ ଅଦାଲତ ଉଦଘାଟିତ: ଘର ପାଖରେ ମିଳିବ ନ୍ୟାୟ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷଗୁମୁଣ୍ଡା ବ୍ଲକ ଅନ୍ତର୍ଗତ କୋଡୀଙ୍ଗାଠାରେ ବହୁ ପ୍ରତିକ୍ଷିତ ନୂତନ କନିଷ୍ଟ ଦେୱାନୀ ଓ ଫୌଜଦାରୀ ମାଜିଷ୍ଟ୍ରେଟ (JMFC) ଅଦାଲତ ଉଦଘାଟିତ ହୋଇଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଆଭାସୀ (Virtual) ମାଧ୍ୟମରେ ଏହି କୋର୍ଟକୁ…

୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ କୋରାପୁଟ: ‘ଜିଲ୍ଲା କାର୍ଯ୍ୟଯୋଜନା ୨୦୨୪-୨୯’ ଉନ୍ମୋଚିତ

କୋରାପୁଟ, ୨୦/୦୫ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ରଠାରେ ବାଲ୍ୟ ବିବାହ ସମାପ୍ତି ନିମନ୍ତେ “ଜିଲ୍ଲା କାର୍ଯ୍ୟଯୋଜନା (DAP) ୨୦୨୪-୨୦୨୯” ଆନୁଷ୍ଠାନିକ ଭାବେ…

ବ୍ରହ୍ମପୁର ଶାନ୍ତିକୁଣ୍ଡ ବ୍ରହ୍ମାକୁମାରୀ ସେବାକେନ୍ଦ୍ରର ୪୮ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମପୁର ଶାନ୍ତିକୁଣ୍ଡ ସେବାକେନ୍ଦ୍ର ପକ୍ଷରୁ ୪୮ତମ ସ୍ୱନକ୍ଷତ୍ର ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ "ଆଧ୍ୟାତ୍ମିକ…

କଳା ମୁଗୁନି ପାହାଡ଼ ବ୍ଲାଷ୍ଟିଙ୍ଗ ପାଇଁ ବ୍ୟବହୃତ ସାମଗ୍ରୀ ଜବତ

ନୟାଗଡ଼,୧୮/୫ (ନିସର୍ତ୍ତ):କଳା ମୁଗୁନି ପଥର ଖନନକୁ ନେଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହତ୍ୟା କାଣ୍ଡ ର ଦୃଶ୍ୟ ଚିତ୍ରପଟ ହେଉଥିବା ବେଳେ ରଣପୁର ପ୍ରଶାସନ ଏବେ ତତ୍ପର ହୋଇଉଠିଛି । ରଣପୁର ତହସିଲ ଅଧିନସ୍ତ ପଟିଆ ପଞ୍ଚାୟତର ଜିରିପଡ଼ା ମୌଜାରେ ୩୪୩ ପ୍ଲଟ ରେ ଏକ କଳା ମୁଗୁନି ପାହାଡ଼ରେ…

ଇନ୍ଧନ ବଞ୍ଚାଇବାକୁ ଅଭିନବ ପ୍ରୟାସ, ଘୋଡ଼ା ଚଢ଼ି ସ୍କୁଲ ଗଲେ ଶିକ୍ଷକ

ରାଞ୍ଚି : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଭାରତ ସମେତ ଅଧିକାଂଶ ରାଷ୍ଟ୍ରରେ ତୈଳ ସଙ୍କଟ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଇନ୍ଧନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବେ ଦେଶବାସୀଙ୍କୁ ଯେଉଁ ଆହ୍ବାନ ଦେଇଥିଲେ, ତାହାକୁ ଅକ୍ଷରେ…

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର : ପାଣିପାଗର ଡବଲ ୱାର୍ଣ୍ଣିଂ। ରାଜ୍ୟରେ ଖରା ସହ ଦେଖିବାକୁ ମିଳିବ କାଳବୈଶାଖୀ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ଆଲର୍ଟ ଜାରି। ଆସନ୍ତାକାଲି ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଗାତାର ୫ଦିନ ପ୍ରବଳ ଗୁଳୁଗୁଳି ସହ…

ପଶ୍ଚିମବଙ୍ଗ ଫାଲଟା ନିର୍ବାଚନ, ଓହରିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଖବର । ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ…