ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା, ୬ ମୃତ, ୭ ଗୁରୁତର

ମହାରାଷ୍ଟ୍ର : ଗୋଣ୍ଡିଆ-ବାଲାଘାଟ ରାଜ୍ୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଗରା ଗାଁ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଶ୍ରମିକଙ୍କୁ ନେଇ ଯାଉଥିବା ବୋଲେରୋକୁ ସାମ୍ନାପଟୁ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ ବର୍ଷର ଶିଶୁ ସମେତ ୬ ଜଣଙ୍କ

କମିବ ପେଟ୍ରୋଲ ଓ ଡିଜେଲ ଦର, କ୍ରୁଡ୍ ଅଏଲ ଦାମ୍ କମାଇବାକୁ ଟ୍ରମ୍ପଙ୍କ ପ୍ରତିଶ୍ରୁତି

ନୂଅଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ଦରକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଦିନରେ କ୍ରୁଡ୍ ଅଏଲ୍ ଦର ହ୍ରାସ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି । ଯଦି ତେଲ ଦର ଟ୍ରମ୍ପଙ୍କ ଯୋଜନା ଅନୁଯାୟୀ

ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ, ୭ ମୃତ

ନୂଆଦିଲ୍ଲୀ: ଗତ ୩ ଦିନ ଧରି ଦକ୍ଷିଣ ଲେବାନନରେ ଇସ୍ରାଏଲୀ ସେନାର ଲଗାତାର ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୬୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଶିଶୁ, ମହିଳା ଏବଂ ମେଡିକାଲ ଷ୍ଟାଫ୍‌ ମଧ୍ୟ ରହିଛନ୍ତି । ଲେବାନନର ପବ୍ଲିକ୍

ରଣପୁର ଏନଏସିରେ ବେଆଇନ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନ ଚଢାଉ : ୧୧ ଜଣଙ୍କ ଠାରୁ ପାଞ୍ଚହଜାର ଜୋରିମାନା…

ନୟାଗଡ଼ ,୦୮/୦୯(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବେଆଇନ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ମଙ୍ଗଳବାର ଦିନ ଚଢାଉ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ

ଜେଲରେ ଥିବା ବିଚରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ଲୋକଙ୍କ ଉତ୍ତେଜନା

ମାଲକାନଗିରି, ୮।୯ ବିଚାରାଧୀନ କଏଦୀ କବିରାଜ ରାଉତଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା। ଗଞ୍ଜେଇ ମାମଲାରେ ପ୍ରାୟ ଚାରି ବର୍ଷ ଧରି ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଗତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ଘଟିବାରୁ ଜେଲ୍

ନୟାଗଡ଼ ମେଡିକାଲ୍‌ରେ ଅଲଟ୍ରାସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ କରିବା ଦାବି

ନୟାଗଡ଼: ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କୋମାରେ, ନୟାଗଡ଼ ମେଡିକାଲ୍ ଅଲଟ୍ରାସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ସହିତ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ତଥା ଆଇନଜୀବି ରଣଜିତ

ମୋଦୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି, ପିଏମଓର ନକଲି ପରିଚୟପତ୍ର ଓ ବନ୍ଧୁକ ଜବତ, ୨ସନ୍ଦିଗ୍ଧ…

ମୁମ୍ବାଇ : ମୁମ୍ବାଇରେ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC)ସ୍ଥିତ ନୀତା ଅମ୍ବାନୀ କଲ୍ଚରାଲ୍ ସେଣ୍ଟରରୁ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ଥିବା ବେଳେ ସେଠାରୁ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ସହ ଥିବା

ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ ବିବାଦ

ପ୍ୟାରିସ୍‌: ବିଶ୍ୱପ୍ରସିଦ୍ଧ ଆଇଫିଲ୍ ଟାୱାରକୁ ନେଇ ଫ୍ରାନ୍ସରେ ଏବେ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ଧାର୍ମିକ ପ୍ରତିନିଧି ଦଳର ଘରୋଇ ଗସ୍ତକୁ ନେଇ କର୍ମଚାରୀଙ୍କ ପ୍ରତିବାଦ ଯୋଗୁ ସୋମବାର ଟାୱାର ଖୋଲିବାରେ ବିଳମ୍ବ ହୋଇଥିଲା। ବିବାଦର କେନ୍ଦ୍ରରେ ରହିଛି ବୋଚାସନବାସୀ ଅକ୍ଷର

ଓଡ଼ିଶା ଜନବିଶ୍ୱାସ ବିଲ୍‌କୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱାସଭିତ୍ତିକ ଶାସନକୁ ସୁଦୃଢ଼ କରିବା ପାଇଁ ନିୟାମକ ସଂସ୍କାରର ଦ୍ୱିତୀୟ ତଥା ବ୍ୟାପକ ପର୍ଯ୍ୟାୟକୁ ତର୍ଜମା କରି ‘ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ସେହିପରି, ଜଳସମ୍ପଦ ବିଭାଗର ନୂତନ ଐତିହ୍ୟ ଓ ପର୍ଯ୍ୟଟନଭିତ୍ତିକ

ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ବାଲିଗୁଡା,ତା, ୦୮/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଖରିଫ ଚାଷ ପାଇଁ ସରକାର ଯୋଗାଇ ଦେଉଥିବା ମାଗଣାରେ ଆଳୁ ବିହନ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଇ ଦେଇ ଆଳୁ ଚାଷକୁ ପ୍ରୋତ୍ସାହିତ କରିବା