କେନ୍ଦ୍ରାପଡାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଖୋଲିବ ସ୍କୁଲ୍

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜିଲ୍ଲାରେ ମଙ୍ଗଳବାର ଠାରୁ ସକାଳ ୬.୩୦ ରୁ୯ଟା ପର୍ଯ୍ୟନ୍ତ ଖୋଲା ହେବ ସ୍କୁଲ୍ । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ପାଇଁ ନିର୍ଦେଶ । ଅନ୍ୟପଟେ, ଅସହ୍ୟ ଖରାକୁ ଦେଖି ଏଭଳି…

କଟକରେ ୩ ଦିନ ସ୍କୁଲ ଛୁଟି, ଜାରି ରହିବ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା

କଟକ: କଟକରେ ୩ ଦିନ ସ୍କୁଲ ଛୁଟି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ଯାଏ ଛୁଟି । ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପଟେ, ଅସହ୍ୟ ଖରାକୁ ଦେଖି…

ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରୁ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଣପୁର: ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରୁ ଜଣେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଉଛି। ଏନେଇ ପରିବାର ପକ୍ଷରୁ ଗତକାଲି ବାଲୁଗାଁ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବାଲୁଗାଁ ପୁଲିସ।ମୃତ ପ୍ରଶିକ୍ଷାର୍ଥୀ ଜଣକ ହେଉଛନ୍ତି ବିହାର ରାଜ୍ୟର…

ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ: ଜଣେ ମୃତ, ୫ ଆହତ

କୋରାପୁଟ: କୋରାପୁଟରେ ଦେଖିବାକୁ ମିଳିଥିଲା ଅଘଟଣ । ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ। ୫ ଜଣ ଆହତ, ଜଣେ ମୃତ । କୋରାପୁଟ ସଦର ଥାନା ଆଧିନସ୍ଥ ଜରଟି ନିକଟସ୍ଥ ରେଳବାଇ ଦୋହରିକରଣ କ୍ୟାମ୍ପରେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ। ରବିବାର ରାତିରେ ବଙ୍ଗାଳି ଶ୍ରମିକ…

ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ହେଲା ଅନୁକୂଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ ଘେରାଇ ରଖାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା…

୮୬ ଖଣ୍ଡ କଣ୍ଟା ବାଉଁଶ ସହ ଗାଡି ଜବତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ର ଆଦିବାସୀ ବହୁଳ ଚଢ଼େୟା ପଲ୍ଲୀ ପଂଚାୟତ ର ହନୁମନ୍ତ ଛକ ଠାରୁ ଦଶପଲ୍ଲା ବନବିଭାଗ ତରଫରୁ ଚଢାଉକରାଯାଇ ଶନିବାର ରାତିରେ ୨ ଟି ଟାଟା ଗାଡି ସହ ସେଥିରେ ଆସୁଥିବା ୮୬ ଖଣ୍ଡ କଣ୍ଟା ବାଉଁସକୁ ଜବତ କରାଯାଇଥିବା ଜଣାଯାଇଛି,ଜବତ ବାଉଁଶର ମୁଲ୍ୟ ୨୦ ହଜାର…

ପ୍ରବଳ ଖରାକୁ ନଜରରେ ରଖି ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ଯାଏ ଛୁଟି । ପୂର୍ବ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ…

ବ୍ରହ୍ମପୁରରେ ପୁଣି ଜୀବନ ନେବା ଧମକ : ବୈଦ୍ୟନାଥପୁର ଥାନାରେ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜୀବନ ନେବା ଧମକ ଘଟଣା ସମ୍ମୁଖକୁ ଆସିଛି। କନିସି ମଦନପୁର ଗ୍ରାମର କେ. ସୁରେଶ ନାମକ ଜଣେ ଯୁବକ ଜାମିନରେ ବାହାରିବା ପରେ ପୁଣି ଏସ. ଯୁଧିଷ୍ଠିରଙ୍କୁ ମାରିଦେବା ପାଇଁ ସୋସିଆଲ ମିଡ଼ିଆରେ ଧମକ ଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ପୂର୍ବରୁ…

ମାଲକାନଗିରି ଜିଲ୍ଲାରେ ନୂତନ ଏସଡିସି ଅଧକ୍ଷଙ୍କ ଦାୟିତ୍ଵ ଗ୍ରହଣ

ମାଲକାନଗିରି, ୨୦।୪ ମାଲକାନଗିରି ଜିଲ୍ଲାରେ ଆଜି ନୂତନ ଏସଡିସି ତଥା ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଗଙ୍ଗାଧର ସୋଡି। ତାଙ୍କ ସହ ଏସଡିସି ଉପଧକ୍ଷା ସାବିତ୍ରୀ ପଡିଆମୀ ମଧ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ। ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ଏହି…

ମାରଣାସ୍ତ୍ର ଧରି କୋର୍ଟରେ ଯୁବକଙ୍କ ଆତଙ୍କରାଜ, କାବୁ କଲେ ଆଇନଜୀବୀ

ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟରେ ଜଣେ ଯୁବକଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ । ଆଇନଜୀବୀ ମାନେ ଯୁକକକୁ କାବୁ କରିବା ପରେ ପୋଲିସ ହସ୍ତାନ୍ତର କଲେ । ବୈଦ୍ୟନାଥପୁର ଥାନାରେ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଯୁବକଙ୍କ ପରିଚୟ…