ରାୟଗଡ଼ା ଜିଲ୍ଲା ଶିରିଗୁଡ଼ାଠାରେ ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍
ପ୍ରାୟ ୭ ହଜାର ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା
ବ୍ରହ୍ମପୁର/ରାୟଗଡା : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ) ପକ୍ଷରୁ ରାୟଗଡ଼ା ଜିଲ୍ଲା ଶିରିଗୁଡ଼ାଠାରେ ଏକ ନୂଆ ୩୩ କେଭି ଲାଇନ ଓ ପ୍ରାଇମେରୀ ସବଷ୍ଟେସନ ପ୍ରତିଷ୍ଠା କରାଯାଇଛି । ଗ୍ରାମୀଣ!-->!-->!-->!-->!-->…