ଗଞ୍ଜାମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ : ୨୦୨୬-୨୭ ବର୍ଷ ପାଇଁ ୮,୦୧୧.୮୯ କୋଟି ଟଙ୍କାର ପ୍ରସ୍ତାବ

ପରିବହନ କ୍ଷେତ୍ର ପାଇଁ ସର୍ବାଧିକ ୨,୯୪୯.୦୧ କୋଟି ଟଙ୍କାର ପ୍ରସ୍ତାବ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ଅଧ୍ୟକ୍ଷ ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜିଲ୍ଲାର ପ୍ରାଥମିକତାଭିତ୍ତିକ ଉନ୍ନୟନ

ଯୌତୁକ ପାଇଁ ବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ନୀଳଗିରି: ୫ ଲକ୍ଷ ଟଙ୍କା ଯୌତୁକ ଦେଇନପାରିବାରୁ ବଧୂକୁ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ । ସ୍ବାମୀ ଅଟକ । ମୃତକ ହେଲେ ଶୁଭଲକ୍ଷ୍ମୀ ପ୍ରଧାନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜରଡ଼ା ଗାଁର ପ୍ରଭଞ୍ଜନ ପ୍ରଧାନଙ୍କ ଝିଅ ଶୁଭଲକ୍ଷ୍ମୀ ଔପଦା ବ୍ଲକ ନୀଳଗିରି ଥାନା ଓଲଡଙ୍ଗ ଗାଁର

ସୁଧ କାରବାରକୁ ନେଇ ଅଘଟଣ, OASଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

ଭୁବନେଶ୍ବର: ସୁଧ କାରବାର ନେଇ ଯୁବକଙ୍କ ଆତ୍ମାହୁତି । OASଙ୍କ ଘର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ। ସୁଧରେ ଟଙ୍କା ନେଇ ନ ଫେରାଇବାରୁ ଆତ୍ମାହୁତି କରିଥିବା ସୂଚନା । ମୃତକ ହେଲେ ଅଶ୍ଵିନୀ କୁମାର ତାଣ୍ଡିଆ । ଅଶ୍ବିନୀଙ୍କ ଘର ରାଜଧାନୀର କୈଳାଶ ବିହାର ମହାବୀର

ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ମହାନଦୀ ଜଳ ବିବାଦ ସମାଧାନ

ଭୁବନେଶ୍ବର : ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ସମୟରେ ଦୀର୍ଘଦିନର ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି । ବିଷ୍ଣୁ ଦେଓ ସାଏଙ୍କ ଏହି ଗସ୍ତ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ,

ଟ୍ରକ-ଟ୍ରେଲର ଧକ୍କା, ଚାଲିଗଲା ଦୁଇ ଜୀବନ

ଖୋର୍ଦ୍ଧା : ମାଲ ବୋଝେଇ ଟ୍ରକ ସହ ଟ୍ରେଲର ଧକ୍କା । ଚାଲିଗଲା ଦୁଇ ଜୀବନ । ଖୋର୍ଦ୍ଧା ଆଦର୍ଶ ଥାନା ୧୬ ନମ୍ବର ଜାତୀୟ ରାଜପଥର ତୋଟାପଡା ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଜଣଙ୍କ ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି ପୋଲିସ । ରାସ୍ତାକଡ଼ରେ ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ

ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ

କାମାକ୍ଷାନଗର : ସ୍ତ୍ରୀକୁ ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ । ଢେଙ୍କାନାଳ କାମାକ୍ଷାନଗର – ପରଜଙ୍ଗ ଥାନା ଦଦରାଘାଟି ତିନି ନମ୍ବର କଲୋନୀରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲେ ସ୍ୱାମୀ । ଗତକାଲି ରାତିରେ ସ୍ତ୍ରୀ ପାରିବାରିକ କଳହକୁ ନେଇ ଏପରି ହୃଦୟ ବିଦାରକ

କଫ୍ ସିରପ୍ ଚାଲାଣ ବେଳେ ନିଶା ମାଫିଆକୁ ଏନକାଉଣ୍ଟର

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କଫ୍ ସିରପ୍ ଚୋରାଚାଲାଣ ବେଳେ ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଛନ୍ତି । ରେଙ୍ଗାଲି ଥାନା ଅଞ୍ଚଳର ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ଏହି ଘଟଣା ଘଟିଛି । ଆଜି ଭୋରରୁ ପାଟ୍ରୋଲିଂ ବେଳେ ଜଙ୍ଗଲ ରାସ୍ତା ଦେଇ ଦୁଇଟି କାର୍ ଆସିଥିଲା।

ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ

ପୁରୀ : ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଦୁର୍ବୃତ୍ତ । ବିଚ୍ ବଜାରରେ ଦୁଇଜଣ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଭୁବନେଶ୍ୱର : ଲାଞ୍ଚ ନେଇ ଧରାପଡ଼ିଲେ ହିଞ୍ଜିଳକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଏକ ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ବାକି ଥିବା ଘରଭଡ଼ା ଟଙ୍କା ମଞ୍ଜୁର କରିବା

ଡ୍ୟୁଟି ବେଳେ ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରିପାରିବେନି ପୋଲିସ କର୍ମଚାରୀ, ଆସିଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର : ପୋଲିସ ଡ୍ରେସରେ ରହି ସୋସିଆଲ୍ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ ମନା । ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଲା କମିସନରେଟ୍ ପୋଲିସ । ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ ଭିଡିଓ ପୋଷ୍ଟ କରିପାରିବେନି । ଡ୍ୟୁଟି ସମୟରେ ଫଟୋ ଭିଡିଓ କରି ସୋସିଆଲ୍ ମିଡିଆରେ