ପଙ୍କ କାଦୁଅ ତଳୁ ଉଦ୍ଧାର ହେଲାଣି ୧୨୨୨ ମୃତଦେହ, ପ୍ରାୟ ୫ ହଜାର ନିଖୋଜ
କାଠମାଣ୍ଡୁ : ନେପାଳରେ ଆସିଥିବା ଜଳପ୍ରଳୟ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ ୧୨୨୨ ମୃତଦେହ ଜବତ କରାଯାଇଥିବା ବେଳେ ୪୮୭୫ ନିଖୋଜ ରହିଛନ୍ତି । ନିଖୋଜ ଥିବାଙ୍କ ମଧ୍ୟରେ ୬୦୧ ଜଣ ବିଦେଶୀ ନାଗରିକ ସାମିଲ!-->…