ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି ତରଫରୁ ଆଧ୍ୟାତ୍ମ କଳା ପ୍ରଦର୍ଶନ
(ବ୍ରହ୍ମପୁର) : ସ୍ଥାନୀୟ ଅଗ୍ରଣୀ ଆଧ୍ୟାତ୍ମିକ ପ୍ରତିଷ୍ଠାନ "ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି" ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ସହିତ ବିଶ୍ବ ନାଟ୍ୟ ଦିବସ ଡମ୍ବୁରୁ କଲ୍ୟାଣ ମଣ୍ଡପ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ଉଦଘୋଷକ ସୂର୍ଯ୍ୟନାରାୟଣ!-->…