ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତ ଚରମ ଅବହେଳିତ…
ସରକାର ଏବଂ ପ୍ରଶାସନ ର ଦୃଷ୍ଟି ପଡିବ କେବେ...???ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତରେ ସରକାରଙ୍କ ଚରମ ଅବହେଳା ଯୋଗୁଁ ଦୀର୍ଘ ୨୧ ମାସ ଧରି କୌଣସି ଅର୍ଥ ଆସିନାହିଁ ।ଫଳରେ ଉକ୍ତ ପଞ୍ଚାୟତ ଗୁଡିକରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି ।ମାତ୍ର ଓଡ଼ଗାଁ ବ୍ଲକ!-->…