ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ମହାନଦୀ ବିହାର ବାସଭବନରେ ୧୨ଜଣ ବିଜେଡି କର୍ପୋରେଟରଙ୍କ ମେଳି

କଟକ : କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ମହାନଦୀ ବିହାର ବାସଭବନରେ ୧୨ଜଣ ବିଜେଡି କର୍ପୋରେଟରଙ୍କ ମେଳି ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ୧୪ ଜଣ ବିଜେଡି କର୍ପୋରେଟରଙ୍କ ଭିତରୁ ୧୨ ଜଣ କର୍ପୋରେଟର ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟସଭା ନିର୍ବାଚନ…

ଭାରତୀୟ ମଜଦୂର ସଂଘ ର ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏବଂ…

ରାୟଗଡ଼ା : ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ଆଜି ବିଭିନ୍ନ ଦାବିକୁ ନେଇ ରାୟଗଡ଼ା ମାଁ କାଳୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ…

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଛତ୍ରପୁରରେ ‘ସାଇକଲଥନ’ ଅନୁଷ୍ଠିତ

ଛତ୍ରପୁର : ଅଦ୍ୟ ତା. ୨୪.୦୩.୨୦୨୬ ରିଖ ପ୍ରାତଃ ୭.୦୦ ଘଟିକା ସମୟରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ଭବ୍ୟ 'ସାଇକଲଥନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। "ଏକତା ପାଇଁ ଦୌଡ଼", "ଫିଟ୍ ଇଣ୍ଡିଆ" ଏବଂ "ୟୁନାଇଟେଡ ଇଣ୍ଡିଆ" (ସୁଦୃଢ଼…

ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ…

ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0 ର ଶହେ ଦିନିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ କେବଳ ସରକାରଙ୍କ ଚେଷ୍ଟା ଯଥେଷ୍ଟ ନୁହଁ, ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଜନ ଭାଗୀଦାରି ଆବଶ୍ୟକ- ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆମ ସରକାର ପ୍ରାଥମିକତା ଦେଇ ଆସିଛି-…

ଧର୍ମ ଆପଣାଇଲେ ମିଳିବନି ଅନୁସୂଚିତ ଜାତିର ମାନ୍ୟତା

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଏକ ଆଦେଶକୁ ସମର୍ଥନ କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରନ୍ତି ଏବଂ ଏହାକୁ ପାଳନ କରନ୍ତି ତେବେ ସେ ଅନୁସୂଚିତ ଜାତି ସମ୍ପ୍ରଦାୟର ସଦସ୍ୟ ରହିପାରିବେ ନାହିଁ ବୋଲି ସେଥିରେ କୁହାଯାଇଛି ।…

ଗ୍ୟାସ୍ ସିଲିଣ୍ଡର ବଣ୍ଟନ ପାଇଁ କୋଟା, ମଧ୍ୟପ୍ରଦେଶ ସରକାରଙ୍କ ନୂଆ ଗାଇଡ୍ ଲାଇନ୍

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ସରକାର ଗ୍ୟାସ୍ ସିଲିଣ୍ଡର ବଣ୍ଟନ ପାଇଁ ଏକ କୋଟା ସ୍ଥିର କରିଛନ୍ତି । ଘରୋଇ ଉପଭୋକ୍ତାଙ୍କୁ ପୂର୍ବ ଭଳି ୧୦୦ ପ୍ରତିଶତ ଯୋଗାଣ ପାଇପାରିବେ । ସେହିପରି ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ସମ୍ବନ୍ଧିତ ଜିଲ୍ଲାରେ ଉପଲବ୍ଧ ହେଉଥିବା କମର୍ସିଆଲ ଗ୍ୟାସର ୩୦…

ସେନାରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସେନାରେ ମହିଳା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। ଭାରତୀୟ ସେନାରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଆଜି ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ଘୋଷଣା କରିଛନ୍ତି ।…

ଟୋଙ୍ଗାରେ ଶକ୍ତିଶାଳୀ ଭୂକମ୍ପ : ତୀବ୍ରତା ୭.୬, ସୁନାମୀ ଆଲର୍ଟ

ଟୋଙ୍ଗା : ଆଜି ଓସେନିଆର ମହାଦେଶର ଟୋଙ୍ଗା ଅଞ୍ଚଳ ନିକଟସ୍ଥ ନେଇଫୁରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭.୬ ଥିବା ଜଣାପଡିଛି । ଭୂକମ୍ପ କେନ୍ଦ୍ରସ୍ଥଳ ୨୩୫ କିଲୋମିଟର ଗଭୀରତାରେ ଥିବା USGS ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୯ଟା ୩୭ ମିନିଟ୍ ସମୟରେ ଭୂକମ୍ପ…

ଦିଲ୍ଲୀ ବିଧାନସଭାକୁ ବୋମା ଧମକ, ଟାର୍ଗେଟରେ ମୋଦି ଓ ଅମିତ ଶାହ !

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଆଜି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ବୋମା ଧମକ ମିଳିଛି । ଯାହା ହଇଚଇ ସୃଷ୍ଟି କରିଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ ଷ୍ଟେସନକୁ ଉଡାଇ ଦେବାକୁ ବୋମା ଧମକ ମିଳିଛି । …

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ୨ ବୈଜ୍ଞାନିକ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ଦୁଇ ବୈଜ୍ଞାନିକଙ୍କ ମୃତ୍ୟୁ । ଆକ୍ରମଣରେ ମିସାଇଲ୍ କିଙ୍ଗ୍ ନିହତ! । ତେହେରାନରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଇରାନର ମିସାଇଲ୍ ବିଶେଷଜ୍ଞ ଓ ତାଙ୍କ ପରିବାର ନିହତ । ଏକ ଆବାସିକ ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଶକ୍ତିଶାଳୀ ବିମାନ…