କାର୍ ଧକ୍କାରେ ଦୁଇ ମହିଳାଙ୍କ ସମେତ ଡ୍ରାଇଭର ମୃତ
ପିପିଲି: ମର୍ଣ୍ଣିଂ ୱାକ୍ ହେଲା କାଳ। ମହିଳାଙ୍କୁ ପଛପଟୁ ଧକ୍କା ଦେଲା କାର୍ । ଦୁଇ ମହିଳାଙ୍କ ସମେତ ଡ୍ରାଇଭର ମୃତ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର KEC ନିକଟରେ ଦୁର୍ଘଟଣା ଘଟିଛି । ଦୁଇ ମହିଳାଙ୍କୁ ଧକ୍କା ଦେବା ପରେ କାରଟି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ।!-->…