ଗ୍ୟାସ୍ ସଙ୍କଟ: ବନ୍ଦ ହେଲା ହୋଟେଲ, ଖାଦ୍ୟ ପ୍ଲେଟ୍ ଦାମ ବଢ଼ାଇଲେ ଜଳଖିଆ ଦୋକାନୀ
ଭୁବନେଶ୍ବର: ଗ୍ୟାସ ସଙ୍କଟ ଯୋଗୁଁ ଖାଦ୍ୟ ପ୍ଲେଟ୍ ଦାମ ବଢ଼ାଇଲେ ଜଳଖିଆ ଦୋକାନୀ । ପୂର୍ବରୁ ପ୍ଲେଟ ୨୦ ଟଙ୍କା ନେଉଥିଲେ, ଏବେ ନେଉଛନ୍ତି ୨୫ଟଙ୍କା । ଗ୍ୟାସ ଦାମ ବୃଦ୍ଧି କହି ଗ୍ରାହକଙ୍କଠାରୁ ୫ଟଙ୍କା ଅଧିକ ନେଉଛନ୍ତି ଦୋକାନୀ । କିଛି ଗ୍ରାହକ ରାଜି ହୋଇ ଦେଉଥିବାବେଳେ ଆଉ କିଛି ମନ!-->…