ବାଲିମାଫିଆଙ୍କ ସକାଶେ କୌଣସି ଲଗାମ ନାହିଁ
(ଅବାଧରେ ଚାଲିଛି ବେଆଇନ ବାଲି ଚାଲାଣ )
କୋଷାଗୁମୁଡା : ନବରଙ୍ଗପୁର ଜ଼ିଲ୍ଲା କୋଷାଗୁମୁଡା ବ୍ଲକ ଏବଂ କୋଡୀଙ୍ଗା ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ବେଆଇନ ବାଲି ଚାଲାଣ l କିଛି ସମୟ ପୂର୍ବରୁ ପ୍ରଶାସନ କେତେକ ବେଆଇନ ବାଲିଚାଲାଣ କାରୀଙ୍କ ଟିପ୍ପର, ହାଇୱା ଇତ୍ୟାଦି ଜବତ କରିଥିଲେ,!-->!-->!-->…