ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
ଟିଟିଲାଗଡ : ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର । ଏପରି ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁ ରେ । ଗାଁର ଏକ ଅଳିଆ ଗଦାରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ । ତେବେ ଦେଖିବା ପରେ ନବଜାତ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀକୁ ଦେଇଥିଲେ!-->…