ଓଡିଶା ବିଶିଷ୍ଟ ମଦ ଓ ବାଲି ବ୍ୟବସାୟୀ ଭାଲୁ ଘରେ ଇଡ଼ି ପକ୍ଷରୁ ଚଢ଼ାଉ …. Nisarta News Jan 16, 2026 0 ଇଡ଼ି ସ୍କାନାର ରେ ଗଞ୍ଜାମ ଜିଲ୍ଲାର ବହୁ ବ୍ୟକ୍ତିଙ୍କ ନାଁ…..!
ଆଞ୍ଚଳିକ ଜାନୁଆରୀ ୨୭ ରୁ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ Nisarta News Jan 15, 2026 0 ଛତ୍ରପୁର : ପର୍ଯ୍ୟଟକ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ମାସ ଜାନୁଆରୀ ୨୭ ରୁ ୩୦ ତାରିଖ ଯାଏଁ ବିଗତ ବର୍ଷ ମାନଙ୍କଠାରୁ ଅଧିକ ଆଡମ୍ବର ଓ ଉତ୍ସାହରେ ଅନୁଷ୍ଠିତ ହେବ । ମହୋତ୍ସବର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର!-->…
ଆଞ୍ଚଳିକ ୭୭ ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ… Nisarta News Jan 15, 2026 0 ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ଯାଣ ମଣ୍ଡପଠାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ଛତ୍ରପୁର : ଚଳିତ ବର୍ଷର ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେବା ନେଇ ଏକ ବୈଠକ ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ୍ବି.!-->!-->!-->…
ଦେଶ କଣ୍ଟେନର ସହିତ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ Nisarta News Jan 15, 2026 0 ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏୟାରବସ୍ ଏ୩୫୦ ବିମାନ ଏୟାରପୋର୍ଟରେ ଘନ କୁହୁଡିରେ ଟ୍ୟାକ୍ସି କରୁଥିଲା । ଏହି ସମୟରେ ବିମାନଟି ଫସିଯାଇଥିଲା ।!-->…
ଦେଶ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଲେ ବାଗେଶ୍ବର ବାବା Nisarta News Jan 15, 2026 0 ନୂଆଦିଲ୍ଲୀ: ବାଗେଶ୍ବର ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ନିଜ ଢଙ୍ଗରେ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଇଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସଂଘର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ ଦେଶରେ ବର୍ତ୍ତମାନ!-->…
ଦେଶ ଇଣ୍ଡିଗୋର ବଡ ଅଫର; ମାତ୍ର ୧ଟଙ୍କାରେ ବିମାନ ଯାତ୍ରା Nisarta News Jan 15, 2026 0 ନୂଆଦିଲ୍ଲୀ: ଯଦି ଆପଣ ଅଧିକ ଭଡା ଯୋଗୁଁ ପିଲାମାନଙ୍କ ସହିତ ବିମାନ ଯାତ୍ରା କରିବାରୁ ବଞ୍ଚିତ ହେଉଛନ୍ତି, ତେବେ ଆପଣଙ୍କ ଲାଗି ଏହା ଖୁସି ଖବର । ଇଣ୍ଡିଗୋ ଏହାର ଯାତ୍ରୀମାନଙ୍କ ପାଇଁ ଚମତ୍କାର ନୂତନ ବର୍ଷର ସେଲ୍, ସେଲ୍ ଇନଟୁ ୨୦୨୬ ଘୋଷଣା କରିଛି । ଏହି ସେଲରେ କେବଳ ବୟସ୍କମାନଙ୍କ ପାଇଁ!-->…
ଦେଶ ୭୮ତମ ସ୍ଥଳସେନା ଦିବସରେ ବୀରତ୍ୱ ଦେଖାଇଲା ଜାଗୁଆର Nisarta News Jan 15, 2026 0 ଜୟପୁର: ଗୋଲାପୀ ସହର ଜୟପୁର ପାଇଁ ଆଜିର ସକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଭାରତୀୟ ସେନାର ୭୮ତମ ସେନା ଦିବସ ଅବସରରେ, ଗୁରୁବାର ସକାଳ ୧୦ଟାରେ ଜୟପୁରର ଜଗତପୁରାର ମହଲ ରୋଡରେ ଏକ ଭବ୍ୟ ଏବଂ ଐତିହାସିକ ସେନା ଦିବସ ପରେଡ ଅନୁଷ୍ଠିତ ହୋଇଛି । ଏହି ଘଟଣା କେବଳ ରାଜସ୍ଥାନ ପାଇଁ ନୁହେଁ!-->…
ଦେଶ ପିକ୍-ଅପକୁ ଧକ୍କା ଦେଲା କାର; ଚାଲିଗଲା ଗୋଟିଏ ପରିବାରର ୭ ଜୀବନ Nisarta News Jan 15, 2026 0 ନୂଆଦିଲ୍ଲୀ: ରାଜସ୍ଥାନର ଫତେପୁର ଶେଖାବତୀରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୫୨ ନଂ ଜାତୀୟ ରାଜପଥର ହର୍ସଭା ଗାଁ ନିକଟରେ ଏଭଳି ହୃଦୟା ବିଦାରକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଯାଉଥିବା କାରଟି!-->…
ଦେଶ ମମତାଙ୍କୁ ଝଟକା, ଇଡି ଅଫିସର ଉପରେ ଲାଗିଥିବା ଏଫଆଇଆର ଉପରେ ଲାଗିଲା ରୋକ୍ Nisarta News Jan 15, 2026 0 କୋଲକତା : ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂଜଷ୍ଟିସ୍ ବିପୁଲ!-->…
ଦେଶ ଭାରତ କିଣିବ ୧୧୪ଟି ଯୁଦ୍ଧ ବିମାନ Nisarta News Jan 15, 2026 0 ଭୁବନେଶ୍ୱର : ବାୟୁସେନାରେ ‘ରାଫେଲ୍’ ଯୁଗ! । ଭାରତ କିଣିବ ଆଉ ୧୧୪ଟି ‘ରାଫେଲ୍’ ଯୁଦ୍ଧ ବିମାନ । ୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଡିଲ୍ ପାଇଁ ପ୍ରସ୍ତୁତି । ଭାରତୀୟ ବାୟୁସେନାରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଯୁଦ୍ଧ ବିମାନର ସଂଖ୍ୟାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା!-->…