ଚିପ୍ସ ପ୍ୟାକେଟରେ ବିସ୍ଫୋରକ; ନାବାଳକର ଆଖି ନଷ୍ଟ
ଟିଟିଲାଗଡ଼ : ଛୋଟ ପିଲା ମାନଙ୍କୁ ଚିପ୍ସ ପ୍ୟାକେଟ୍ ଦେଉଛନ୍ତି କି ହୋଇଯାନ୍ତୁ ସାବଧାନ। ଚିପ୍ସ ପ୍ୟାକେଟ୍ ରୁ ବାହାରୁଥିବା ଖେଳନାରେ ବିସ୍ଫୋରଣ ଘଟି ଏକ କୁନି ପିଲାର ଆଖି ନଷ୍ଟ ହୋଇଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ!-->…