୨୦ନଂ ଜାତୀୟ ରାଜପଥରେ ୩୦୦ ଫୁଟର ଘାଇ, ଧୋଇଗଲା ଏକ କିଲୋମିଟର ରାସ୍ତା
ଦଶରଥପୁର: ପୁଣିଥରେ ବୈତରଣୀ ବନ୍ୟାରେ ଆସିଥିବା ବଢ଼ିରେ ୨୦ ନମ୍ୱର ଜାତୀୟ ରାଜପଥର ବୋଡ଼କ ଠାରେ ୩ଶହ ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ୟାଜଳ ପ୍ରବଳ ସ୍ରୋତରେ ରାସ୍ତାର ପ୍ରାୟ ୧ କିମି ଧୋଇ ହୋଇଯାଇଛି। ଫଳରେ ଯାଜପୁରଜିଲ୍ଲା କୁଆଖିଆ ଠାରୁ ଭଦ୍ରକ ଜିଲ୍ଲା ଧାମରା ରାସ୍ତା ଯୋଗାଯୋଗ ବିଛିନ୍ନ!-->…