ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ନୂଆଦିଲ୍ଲୀ: ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଭାରତ ଏବେ ହାଇ ଆଲର୍ଟରେ ଅଛି। ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ସୀମା ସୁରକ୍ଷା ବଳ (ବିଏସଏଫ୍) ଚିକେନ୍ ନେକ୍ ଅଞ୍ଚଳର ପ୍ରାୟ ୭୫ଧ ଅଞ୍ଚଳରେ ଏକ ନୂତନ ଡିଜାଇନ୍ ବାଡ଼ (ଏନଡିଏଫ୍)!-->…