ଟ୍ରକ୍ ପଛରେ ପିଟି ହେଲା କାର୍: ଚାଲିଗଲା ୩ ଜୀବନ
ସମ୍ବଲପୁର: ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ପାଉଁଶ ବୋଝଇ ଟ୍ରକ୍ର ପଛକୁ ଦ୍ରୁତଗାମୀ କାର୍ ଶକ୍ତ ଧକ୍କା ଦେଇଛି। ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ସମ୍ବଲପୁର ସହରର ଧନୁପାଲି ଥାନା ଅଧୀନ ନକ୍ସାପାଲିରେ ଆଜି ଅପରାହଣ୍ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।!-->…