ଧାନ ସଂଗ୍ରହ ଟାରଗେଟ ବୃଦ୍ଧି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କୋରୁକୋଣ୍ଡା : ଚଳିତ ବର୍ଷ ଧାନ ଉତ୍ପାଦନ ଭଲ ହୋଇଥିବା ସତ୍ତ୍ୱେ ସରକାରୀ ଧାନ ସଂଗ୍ରହ ଟାରଗେଟ କମ୍ ଥିବା କାରଣରୁ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଅଞ୍ଚଳର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷିତରେ କୋରୁକୋଣ୍ଡା ଲାମ୍ପସ ପକ୍ଷରୁ ଧାନ ସଂଗ୍ରହ ସୀମା ବୃଦ୍ଧି ଦାବି…

ମାଲକାନଗିରି ଜିଲ୍ଲାର ୮ଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ଆୟୋଜିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ୮ଟି କେନ୍ଦ୍ରରେ ୨୫୯୭ ପରୀକ୍ଷାର୍ଥୀଙ୍କୁ ନେଇ ଓଟିଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ,କଟକଙ୍କ ନିର୍ଦ୍ଦେଶନା ଅନୁସାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ସଫଳତାର ସହ ଆୟୋଜନ ହୋଇଯାଇଅଛି । ଜିଲ୍ଲା ଶିକ୍ଷା…

ସ୍ୱାସ୍ଥ୍ୟସେବା ଦାବିରେ ୧୨ ଘଣ୍ଟା ଦେବଗଡ଼ ବନ୍ଦ

ଦେବଗଡ଼ : ୧୨ଘଣ୍ଟିଆ ଦେବଗଡ଼ ବନ୍ଦ। ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ଦୋକାନ, ବଜାର ବନ୍ଦ ରହିବା ସହ…

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶିନୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ସାଧନ ସଂଯୋଜିକା ଶ୍ରୀମତୀ ସୌଦାମିନୀ ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରକାରୀ ଉଚ୍ଚ…

ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରୁଛି ଟିପିଏସ୍ଓଡିଏଲ୍

“କ୍ୟାଚ୍ ଦେମ୍ ୟଙ୍ଗ୍” ଅଭିଯାନ ଅଧୀନରେ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛି ଟିପିଏସ୍ଓଡିଏଲ୍ ଜିଲ୍ଲା ଆଥଲେଟିକ ମିଟ୍ ରେ ୪ସ୍ୱର୍ଣ୍ଣ, ୨ରୌପ୍ୟ ଏବଂ ୩ଟି‌ବ୍ରୋଞ୍ଜ ପଦକ ଜିତିଲେ ଯୁବ କ୍ରୀଡ଼ା ପ୍ରତିଭା ବ୍ରହ୍ମପୁର, ଡିସେମ୍ବର, ୨୦୨୫ : ଟିପି ସଦର୍ଣ୍ଣ ଓଡ଼ିଶା…

ଓଡ଼ଗାଁ ବ୍ଲକସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ -୨୦୨୫ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଜବାହରଲାଲ ବିଦ୍ୟାପୀଠ ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ-୨୦୨୫ ଆୟୋଜିତ ହୋଇଛି।ଶିଶୁ ଉତ୍ସବ ପ୍ରଥମ ଓ ଦ୍ବିତୀୟ ଅଧିବେଶନରେ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସଭାପତିତ୍ବରେ…

ପଟା ପାଇଁ ନୟାନ୍ତ ୧୦ ପରିବାର : ୪୩ ବର୍ଷର ବାସିନ୍ଦାଙ୍କୁ ଘାରିଛି ଉଚ୍ଛେଦ ଭୟ, ତହସିଲଦାରଙ୍କ ଦ୍ୱାରସ୍ଥ

ଧରାକୋଟ : ରାଜ୍ୟରେ ବାସହୀନ ଓ ଭୂମିହୀନଙ୍କୁ ଥଇଥାନ କରିବା ପାଇଁ ସରକାର 'ବସୁନ୍ଧରା' ଭଳି ମହତ୍ୱାକାଂକ୍ଷୀ ଯୋଜନା ପ୍ରଣୟନ କରିଛନ୍ତି। ଖୋଦ୍ ରାଜସ୍ବ ମନ୍ତ୍ରୀ ରାଜ୍ୟରେ କେହି ବାସହୀନ ରହିବେ ନାହିଁ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ…

ବାଲିଗୁଡ଼ା ଉପଖଣ୍ଡ କାରାଗାରର ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରେ ଥିବା ଜୈନକ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣରୁ ପ୍ରକାଶ ଯେ, କିଛିଦିନ ତଳେ କନ୍ଧମାଳ ଜିଲ୍ଲା ବାଲିଗୁଡା…

ମନରେଗା ନାମ ପରିବର୍ତ୍ତନକୁ ନେଇ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ: ସଂସଦରେ ମନରେଗା ଯୋଜନାର ନାମ ପରିବର୍ତ୍ତନ କରି “ଜି-ରାମ-ଜି” ଯୋଜନା ନାମିତ ପ୍ରସ୍ତାବ ପରେ ପ୍ରବଳ ହଙ୍ଗାମା । ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁରଙ୍କ ନେତୃତ୍ଵରେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ସାଂସଦଙ୍କ ପ୍ରତିବାଦ । ଆଜି ଲୋକସଭାରେ ଅଧିବେଶନର ଶେଷ ପର୍ଯ୍ୟାୟରେ…

ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ୩ ଦିନିଆ କନ୍ଧମାଳ ଗସ୍ତ

କନ୍ଧମାଳ : ଓଡ଼ିଶା ସରକାରଙ୍କର ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ୩ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଫିରିଙ୍ଗିଆର ଜୟ ହନୁମାନ ଗୃପ, ମାଶ୍ରିପଦର ଆଡବ୍ଲୁସି ଓ ମାଶ୍ରିପଦର ପିଏଚସି, ବନ୍ଧଗଡ଼ର କସମ, ସାରଙ୍ଗଡର ଟ୍ୟାଙ୍କ, କୁଡୁତୁଳି ଏସ୍…