Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ: ଫେରାଦ ହେଲା ରାଜ୍ୟ ବିଜେପି
ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖେ ଫେରାଦ ହେଲା ରାଜ୍ୟ ବିଜେପି। ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଓ ବରିଷ୍ଠ ନେତା ଦିଲ୍ଲୀପ ମଲ୍ଲିକ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି।!-->…
ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ
ନୂଆଦିଲ୍ଲୀ : ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ । ପଲିଟିକାଲ ରିଏଣ୍ଟ୍ରି ପାଇଁ ପଥ ପରିସ୍କାର ହୋଇଛି। ୨୦୨୦ରେ କୋଲ୍ ସ୍କାମ୍ ମାମଲାରେ ଆଶ୍ବସ୍ତି ଦେଲେ ଦିଲ୍ଲୀ ହାଇକୋର୍ଟ । କୋଲ ସ୍କାମରେ ଟ୍ରାଏଲ କୋର୍ଟ, ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି!-->…
କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ
କେନ୍ଦ୍ରାପଡ଼ା: ଏକ କୁକୁଡ଼ା ଫାର୍ମର ଜଣେ ଏଜେଣ୍ଟଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମାଡ଼ ମାରି ଟଙ୍କା ବ୍ୟାଗ ଝାମ୍ପି ନେଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏପରି!-->…
ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଯୁବକ ଗିରଫ
ରାଉରକେଲା: ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଜଣେ ଯୁବକ ଗିରଫ। ସୋମବାର ରାଉରକେଲା ରେଳ ଷ୍ଟେସନରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଉକ୍ତ ଯୁବକ ତେଲେଙ୍ଗାନାର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତ ଜଣକ କଦମ ସଦାସିବ ବୋଲି ଜଣାପଡିଛି।
!-->!-->!-->…
ସୋ-କଜ୍ ନୋଟିସର ଉତ୍ତର ଦେଲେ ସୁର, କହିଲେ ମୁଁ ଗୋଟା ପଣେ କଂଗ୍ରେସର
ଭୁବନେଶ୍ଵର: ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । କଂଗ୍ରେସ ତରଫରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ!-->…
ଏନଫୋର୍ସମେଣ୍ଟ ଏଜେନ୍ସି ର ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ନେଇ ଏନଫୋର୍ସମେଣ୍ଟ ଏଜେନ୍ ସିର ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହିମାନୀ କାଶ୍ୟପଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ!-->…
ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି
ଭୁବନେଶ୍ବର: ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗିରଥୀ ମଲ୍ଲିକ । ସେ ପେସାରେ ଜଣେ ଓକିଲ । ଶତାଧିକ ଲୋକଙ୍କ ସହ ଭାଗିରଥୀ ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ!-->…
ଆଗାମୀ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା, ୧୧ ରୁ ପୁଣି ବଢିବ ତାତି
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି । ଗତକାଲି ଠାରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ପ୍ରଭାବରେ କମିଛି ତାପମାତ୍ରା । ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ, କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତାତି କମାଇଛି । ଆଗାମୀ ୨ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ!-->…
ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ
ଭୁବନେଶ୍ଵର: ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ନବୀନ ନିବାସ ଆସି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ!-->…
ଦ୍ୱାରଶୁଣି ଘାଟିରେ ପାହାଡରେ ପିଟିହେଲା ବସ୍, ୨୦ରୁ ଅଧିକ ଶ୍ରମିକ ଆହତ
ମୟୂରଭଞ୍ଜ: ଭାରସାମ୍ୟ ହରାଇ ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍ । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର!-->…