Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
5-T ଅଧ୍ୟକ୍ଷଙ୍କ ସୁରକ୍ଷା ସଂପର୍କିତ RTI କପିକୁ ଫେକ୍ କହିଲେ ସିପି
ଭୁବନେଶ୍ବର: 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କିତ RTI କପିକୁ ଜାଲ୍ ବୋଲି କହିଛନ୍ତି ପୁଲିସ କମିଶନର ସଞ୍ଜିବ ପଣ୍ଡା। ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି- ଆମ ପକ୍ଷରୁ ଏଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇନି।
ସୂଚନା ଅଧିକାର କର୍ମୀ ଫେକ୍ ଡକ୍ୟୁମେଣ୍ଟ ଦେଖାଇ!-->!-->!-->…
ଟିକେଟ୍ ନ ମିଳିବା ଆମ ପରିବାରକୁ ଆଘାତ ଦେଇଛି: ଶିଶିର ଗମାଙ୍ଗ
ଭୁବନେଶ୍ୱର: ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତାର ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ଓ ନୂଆ ନେତାଙ୍କୁ ସୁଯୋଗ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଏଥିରୁ!-->…
ଅଂଶୁଘାତରୁ ରକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ବର:ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଡହଡହ ଖରା ଅନୁଭୂତ ହୋଇଛି । ସକାଳ ୮ ପରଠାରୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ମଣିଷ ମାନଙ୍କ ଅବସ୍ଥା ଖରାପ ହୋଇପଡୁଥିବାବେଳେ ଜୀବଜନ୍ତୁଙ୍କ କଥା ନ କହିବା ଭଲ ।!-->…
ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର
ଅନୁଗୁଳ : ମାଛ ହେଲା କାଳ । ମାଛ ରୋଷେଇ କରୁଥିବା ବେଳେ ଗ୍ୟାସ ତାଙ୍କି ଫାଟି ୫ ଗୁରୁତର । ଏଭଳି ଦୁଃଖଦ ଘଟଣା ଅନୁଗୁଳ ତଳମୂଳ ପାଟଣାରେ ଦେଖିବାକୁ ମିଳିଛି । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ଜଣ ଗୁରୁତର ହୋଇଛନ୍ତି ।
ମାଛ ଭାଜିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର। ଅନୁଗୋଳ!-->!-->!-->…
ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା
ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ୨ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।
ପୂର୍ବତନ ବିଧାୟକ ପ୍ରକାଶ ବେହେରା କଟକ ସଦର ବିଜେପି ସଭାପତି!-->!-->!-->…
ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର: ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର । ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଲେ ଭୃଗୁ । ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ । ଆଜି ସକାଳେ!-->…
ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ
ଭୁବନେଶ୍ଵର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ । ବିଜେଡି ଉପସଭାପତି ଭାବେ ମଧ୍ୟ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତି । ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବର୍ତମାନ!-->!-->!-->…
ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର
ଭୁବନେଶ୍ବର: ମନୋରଞ୍ଜନ ପାଣିଗ୍ରାହୀ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିହାର, ଝାଡ଼ଖଣ୍ଡ ସହ ସେ ଓଡ଼ିଶାର ଦାୟିତ୍ୱ ମଧ୍ୟ ନିର୍ବାହ କରିବେ। ଶ୍ରୀ ପାଣିଗ୍ରାହୀ ୧୯୮୮ ମସିହା ଭାରତୀୟ ରାଜସ୍ୱ ସେବାର ଅଧିକାରୀ। ଏହା!-->…
ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ,୧Oରୁ ଊର୍ଦ୍ଧ୍ଵ ମାଓବାଦୀ ନିହତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୯ରୁ ଊର୍ଦ୍ଧ୍ଵ ମାଓବାଦୀ ନିହତ । ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାରେ ଲୋକସଭା ନିର୍ବାଚନ ପୂର୍ବରୁ ପୋଲିସ ପକ୍ଷରୁ ମାଓ!-->…
ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାକୁ ଦରକାର “ଡବଲ ଇଞ୍ଜିନ ସରକାର”: ବିଜେପି
ଭୁବନେଶ୍ୱର: ଦେଶର ଉନ୍ନତିରେ ଶିଳ୍ପ କ୍ଷେତ୍ରର ବଡ ଭୂମିକା ରହିଛି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାବହନ କରେ । ଆଜି ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରୁ ନେଇ ନୂତନ ଯୁଗର ଶିଳ୍ପ ଯଥା- ସୂଚନାପ୍ରଯୁକ୍ତି,!-->…