Browsing Category

ଓଡିଶା

ଗଜପତିଙ୍କୁ ଭେଟି ରଥ ଖଳା ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିଛନ୍ତି। ଏହାବ୍ୟତୀତ ସ୍ନାନ ପୂର୍ଣ୍ଣିମାର ପବିତ୍ର ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ କରିଛନ୍ତି। ସ୍ନାନ ମଣ୍ଡପରେ ପ୍ରଭୁ…

ମେଡିକାଲରେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ସିକ୍ୟୁରିଟି ଗାର୍ଡ କୁ ଆକ୍ରମଣ । ଏହି ଆକ୍ରମଣରେ ମହିଳା ସିକ୍ୟୁରିଟି ଗାର୍ଡ ଆହତ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭବାନୀ ସିକ୍ୟୁରିଟି…

ଜୁଲାଇ ୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ରିଚେକିଂ

ଭୁବନେଶ୍ୱର: ଜୁଲାଇ ୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ରିଚେକିଂ। ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ। ୩୦ ତାରିଖରେ ଶେଷ ହେଉଥିବା ସମୟ ଅବଧି ଜୁଲାଇ ୪କୁ ବଢ଼ିଲା। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ…

ଚାଷୀଙ୍କୁ ସଠିକ ସମୟରେ ସାର ଉପଲବ୍ଧ କରାଇବାକୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ଵର: ଏଣିକି ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର । ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନେଲେ ବଡ ପଦକ୍ଷେପ । ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର । କଳାବଜାରୀ ରୋକିବାକୁ ସମବାୟ ବିଭାଗ ଦ୍ଵାରା ଏକ…

ସ୍ନାନ ବେଦୀରେ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦୀରେ ସ୍ନାନ ପରେ ସୋମବାର ସନ୍ଧ୍ୟାରେ ପୁରୀରେ ଶ୍ରୀଜୀଉ ମାନେ ଏକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କୁ ହାତୀ ବେଶ କିମ୍ବା ଗଜାନନ ବେଶରେ ସଜ୍ଜିତ କରାଯାଇଥିବା ବେଳେ ଭଉଣୀ…

ବାପା-ଭଉଣୀ ଆଗରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ବିଭତ୍ସ ହତ୍ୟା କାଣ୍ଡ । ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂର କୋଳଥିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୁତ୍ତମାନେ । ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଢ଼ୀ ଓରଫ ବୁଦ୍ଧି (୨୦) । କୃଷ୍ଣଚନ୍ଦ୍ରଙ୍କ ସମେତ ତାଙ୍କ…

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ମୟୂରଭଞ୍ଜ: ଶିକ୍ଷକଙ୍କ ପାଇଁ ଚାଲି ଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରି। ଡହଡହ ଖରାରେ ଛାତ୍ରଛାତ୍ରୀ ଦୁଇ କିଲୋମିଟର ଚାଲିଚାଲି ଆସି ‘ଆମକୁ ମାଷ୍ଟର୍ ଦିଅ’ କହି ଜଣାଇଲେ ଗୁହାରି। ଶିକ୍ଷକ ନିଯୁକ୍ତିକୁ ନେଇ କଲେ ଦାବି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଦେଖିବାକୁ ମିଳିଛି ଏଭଳି…

ଅଷ୍ଟମ ଶ୍ରେଣୀ ବହିରେ ‘ନିମ୍ବୋଡ଼ା ନିମ୍ବୋଡ଼ା’ ଗୀତ, ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ତ୍ରୁଟିପୂର୍ଣ୍ଣ ବହି ବଣ୍ଟାଯିବା ପରେ ସାରା ରାଜ୍ୟ ସହ ଦେଶରେ ମଧ୍ୟ ଓଡିଶା ସରକାରଙ୍କ ଛବି ଖରାପ ହେବାରେ ଲାଗିଛି। ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟର ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ…

ରଥଯାତ୍ରାକୁ ନଜରରେ ରଖି ପୁରୀରେ ୫୦ ଫେକ୍ ହୋଟେଲ୍ ବୁକିଂ ୱେବସାଇଟ ବ୍ଲକ

ପୁରୀ: ଜୁଲାଇ ୧୬ ତାରିଖରେ ହେବାକୁ ଥିବା ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା ରହିଛି। ଏହାକୁ ନଜରରେ ରଖି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ବୃଦ୍ଧି ପାଉଥିବା ଅନଲାଇନ୍ ହୋଟେଲ ବୁକିଂ ଠକେଇର ମୁକାବିଲା ପ୍ରୟାସକୁ ତ୍ୱରାନ୍ୱିତ କରିଛି। ଫଳରେ ଗତ ସପ୍ତାହରେ ପ୍ରାୟ…