Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେପିରେ ମିଶିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜୁ ଜନତା ଦଳ ଛାଡି ନିକଟ ଭବିଷ୍ୟତରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବରିଷ୍ଠ ନେତା ଶ୍ରୀ ନାୟକ ସୋମବାର ଦଳର!-->!-->!-->…
ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ
ଅନୁଗୁଳ : ବାପାକୁ ପିଟି ମାରିଲା ପୁଅ । ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ । ମୃତଦେହକୁ ଚଦରରେ ଘୋଡାଇ ଫେରାର ହୋଇଯାଇଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁର ଅଭାବନୀୟ ଘଟଣା । ମୃତକ ହେଲେଊ ଗାଁ ବିପ୍ରବର ଭୋଇ । ହତ୍ୟାକାରୀ ପୁଅ ହେଲା ବଳରାମ ଭୋଇ ।
!-->!-->!-->…
ଗ୍ରୁପ୍ ଋଣ ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ
ଗ୍ରୁପ୍ରୁ ଋଣ ନେଇ ଦେଉନଥିଲେ। ମାଗିବାରୁ ମହିଳାଙ୍କୁ ଆକ୍ରମଣ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ସଦର ମହକୁମାରେ ଘଟିଛି। ପନିକି ଚୋଟରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ଶ୍ରୀକୋଣା ପଞ୍ଚାୟତର ପଟାପୋଲୋ ଗାଁର SKS ଭାରତ ଫାଇନାନ୍ସ ଗ୍ରୁପ୍ରୁ ରେଖା!-->!-->!-->…
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ!-->…
ବିଜେପି ଆରମ୍ଭ କଲା ଏକ କୋଟି ଜନମତ ସଂଗ୍ରହ ଅଭିଯାନ
ଭୁବନେଶ୍ବର: ବିଜେପି ଆରମ୍ଭ କରିଛି ଏକ କୋଟି ଜନମତ ସଂଗ୍ରହ ଅଭିଯାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରଖିବ ବିଜେପି ସେନେଇ ଜନମତ ସଂଗ୍ରହ କରିବ ଦଳ । ରାଜ୍ୟର ଏକ କୋଟି ଲୋକଙ୍କ ପାଖକୁ!-->…
ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ୍ ହେବ: ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ,‘‘ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫମର୍ମେସନ୍ ହେବ । ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଟ୍ରାନ୍ସଫର୍ମେସନ୍ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫର୍ମେସନ୍ ହେବ । ଆମ ଲିଙ୍କରେ ବହୁ!-->…
ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ୩୫୧ ବିରଳ କଇଁଛ ଜବତ
ଭୁବନେଶ୍ୱର: ୩୫୧ ବିରଳ କଇଁଛ ଜବତ । କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା DRI । ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଏସବୁ ଜବତ କରାଯାଇଛି । ଟାଟା ଟିଆଗୋ କାରରୁ ୩୫୧ଟି ବିରଳ କଇଁଛ ଜବତ କରାଯାଇଛି । ଏହା ସିଡ୍ୟୁଲ ୧!-->…
ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି
ଭୁବନେଶ୍ୱର: ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।
ବିଜେପିରେ ସାମିଲ ହେଲା ପରେ ଅରବିନ୍ଦ ଢ଼ାଲି କହିଛନ୍ତି,‘‘ବିଜେପି ଓଡ଼ିଶାରେ ନିଶ୍ଚିତ!-->!-->!-->…
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଭୁବନେଶ୍ବର ଏୟାରପୋର୍ଟରୁ ଚଣ୍ଡୀଖୋଲ ଯାଏ ସୁରକ୍ଷା କଡ଼ାକଡ଼ି
ଭୁବନେଶ୍ୱର: ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ । ଭୁବନେଶ୍ବର ଏୟାରପୋର୍ଟରୁ ଚଣ୍ଡୀଖୋଲ ଯାଏ ସୁରକ୍ଷା କଡ଼ାକଡ଼ି କରାଯିବ । ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।!-->…
ଗୋଟିଏ ପରିବାରର ତିନି ମୃତ
ରାଜନଗର: ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’ ଓ ପୁଅର ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ!-->…