Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ତୃତୀୟ ବନ୍ଧୁମିଳନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହା ଥିଲା ତୃତୀୟ ବନ୍ଧୁ ମିଳନ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ…
ଆସନ୍ତାକାଲି ଠାରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା ମହୋତ୍ସବ…
ବରଗଡ଼ : ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି।
ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫…
୫% ଅଧିକ ହ୍ବିଲଚେୟାର ବରାଦ ଦେଲେ ରାଜ୍ୟ ସରକାର
ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟରେ ଆଉ କିଛି ମାସ ମଧ୍ୟରେ ଆରମ୍ଭ ହୋଇଯିବ ନିର୍ବାଚନ ପ୍ରକ୍ରିୟା । ଏହା ପୂର୍ବରୁ ଭୋଟରଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ବିଶେଷ କରି ଏଥର ଦିବ୍ୟାଙ୍ଗ ଭୋଟରଙ୍କୁ ପ୍ରଧାନ୍ୟ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଚଳିତ ଜାନୁଆରି ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ…
ଭିଜିଲାନ୍ସ ଏସପି ପରିଚୟରେ ୭.୬୦ଲକ୍ଷ ଠକେଇ ଅଭିଯୋଗ, ଅଧ୍ୟାପକ ଗିରଫ
ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ ।
ଗତବର୍ଷ ମେ ୩୧ତାରିଖରେ…
ବାଲେଶ୍ବର ଏସ୍ପି ମନେପକାଇଲେ ଚାଟଶାଳୀ କଥା, ପିଲାଙ୍କ ସହ ନେଲେ ସେଲ୍ଫି…
ନୀଳଗିରି: ପିଲାଙ୍କ ସହ ପିଲା ହେଲେ। ପଦ ପଦବି ଭୁଲି ଚାଟଶାଳୀର ଚଟାଣରେ ବସି ପିଲାଙ୍କୁ କୋଳେଇ ନେଲେ। ମନୋଲୋଭା ନୃତ୍ୟ ଦେଖି ପ୍ରସଂଶା ମଧ୍ୟ କରିଲେ। ନିଜର ପଦବି ଓ ନାଲିବତୀର କଥା ଭୁଲି ଚାଟଶାଳୀର ଶିଷ୍ୟ ହୋଇ ଉପଭୋଗ କଲେ ସମସ୍ତ କାର୍ଯ୍ୟକ୍ରମ।
ବାଲେଶ୍ବର ଏସପି…
ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ଇଂରାଜୀ ନାମ…
ବାଲେଶ୍ୱର: ଆଉ ଇଂରାଜୀରେ ଲେଖାଯିବନି ବଲାଶୋର। ଏଣିକି ସଠିକ ଉଚ୍ଚାରଣ ସହ ଲେଖା ଯିବ ବାଲେଶ୍ଵର। ବଦଳିବ ବାଲେଶ୍ବର ରେଳ ଷ୍ଟେସନର ଇଂରାଜୀ ନାମ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଷ୍ଟେସନରେ ଥିବା ଫଳକରେ ନାମ ପରିବର୍ତ୍ତନ ହେବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳ…
ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ…
ପୁରୀ: ବହୁ ବର୍ଷର ଅପେକ୍ଷା ପରେ ଶେଷରେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି। ଖଣ୍ଡୋଲାଇଟ୍ ପଥରରେ ନିର୍ମିତ କଳାକୃତି କଳିଙ୍ଗ ଉତ୍କର୍ଷ କଳାର ଗାଥା ବଖାଣୁଛି । ଆଉ ମାତ୍ର ୫ଦିନ ଅର୍ଥାତ୍ ଜାନୁଆରୀ ୧୭ତାରିଖରେ ଲୋକାର୍ପଣ ହେବ…
ବିନା ଟ୍ରେନିଙ୍ଗରେ ଏଭରେଷ୍ଟ ଚଢ଼ିଲେ ଓଡିଆ ମହିଳା ମମତା…
କଟକ : ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ହେଉଛି ଏଭରେଷ୍ଟ, ଆଉ ଏହି ଏଭରେଷ୍ଟ ଚଢ଼ିଲେ ଓଡିଆ ଝିଅ । ଯାହାପରେ ଓଡିଆ ଝିଅ ହାସଲ କରିଛନ୍ତି ବଡ ସଫଳତା । ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ମହିଳା। ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହ ଆରୋହଣ କରିଛନ୍ତି…
ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ…
ନୂଆପଡା : ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ। ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥର ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ମୋଟ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ର ଓ ନୂଆପଡା ଜିଲ୍ଲା…