Browsing Category

ଓଡିଶା

ମହାବଳ ବାଘ ଛାଲ ଜବତ, ୩ ଗିରଫ

ନବରଙ୍ଗପୁର : କଲରାପତରିଆ ନୁହେଁ ଏଥର ହେଉଥିଲା ମହାବଳ ବାଘ ଛାଲର ଡିଲ୍ । ନିଜେ ଗ୍ରାହକ ସାଜି ମହାବଳ ଛାଲ ଚୋରାଚାଲାଣକାରୀଙ୍କୁ କାବୁ କଲା ବନବିଭାଗ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରେ ୧୦ ଲକ୍ଷ ଟଙ୍କାରେ ଡିଲ ବେଳେ ମହାବଳ ଛାଲ ଜବତ ହୋଇଛି…

ଛଟେଇ ବିରୋଧରେ ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ

ଭୁବନେଶ୍ୱର : ଛଟେଇ ବିରୋଧରେ ଗର୍ଜିଲେ ସ୍ୱାସ୍ଥ୍ୟମିତ୍ର | ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ। ବର୍ଷାରେ ଭିଜି, କୋଳରେ ଶିଶୁ ଧରି ଲୋୟର ପିଏମଜିରେ ଗର୍ଜିଲେ ମହିଳା। ପ୍ରବଳ ବର୍ଷାକୁ ଖାତିର ନକରି ହକ୍ ପାଇଁ ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର । ଆଜି ‘ଅଲ…

ଆସନ୍ତା ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା: ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (STR) ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି…

ଗଞ୍ଜାମ ଜିଲ୍ଲା ରେ ନକଲି ସାମ୍ବାଦିକ ବୃଦ୍ଧି : ଅସଲି କିଏ ? ନକଲି କିଏ ? କହିବ କିଏ?

ବିନା ପଞ୍ଜିକରଣ ରେ ୟୁଟ୍ୟୁବ ସାମ୍ବାଦିକ ମାଳ ମାଳ….!ବୁମ୍ ଲଗାଇ ଦେଉଛନ୍ତି ଧମକ, ଆମ କଥା ବୁଝ ନଚେତ ଆମେ ତୁମ କଥା ବୁଝିବୁ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ମାଳ ମାଳ ୟୁଟ୍ୟୁବ ର ବିଭିନ୍ନ ନାଁ ରେ ଚେନେଲ ର ସମ୍ପାଦକ କହି ବଟି ଆଦାୟ କରୁଥିବା ଦେଖିବାକୁ ମିଳୁଛି।…

ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି, ବନ୍ଧା ହେଲେ କର୍ମଚାରୀ

ଭୁବନେଶ୍ୱର : ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି ।  ଫେକ ସାର୍ଟିଫିକେଟରେ ଗୃହ ବିଭାଗରେ ଚାକିରି କାରସାଦି ।  ବନ୍ଧା ହେଲେ କର୍ମଚାରୀ ।  ଜୁନିୟର ଏକ୍ଜ୍ୟୁକେଟିଭ ଆସିଷ୍ଟାଣ୍ଟ ଶିବ ପ୍ରସାଦ ରଥ ଗିରଫ ।  ପୁରୀ ଗୋପ ନାଗପୁର ଅଞ୍ଚଳରୁ ଗିରଫ କଲା କମିଶନରେଟ୍ ପୋଲିସ୍ । …

ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ !

ପୁରୀ : ଫାଦର୍ସ ଡେ’ରେ ବଡ଼ ଅଘଟଣ । ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ । ଘର ଭିତରେ ପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି । ମୃତ ଦମ୍ପତି ପୁରୀ ଜିଲ୍ଲା ତାଳବଣିଆ ଥାନା ସେନାପତି ବଗିଚାର ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର । ଅନ୍ୟପଟେ ନିଶା ସେବନ…

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା

ବ୍ରହ୍ମପୁର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ  ।  ମୃତ ଛାତ୍ରୀ ସ୍ମୃତିଙ୍କ ପୁରୁଷ ବନ୍ଧୁ ବିଶ୍ବଜିତ ଜେନାଙ୍କ ନାଁରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି ।  ବିଏନଏସ ୧୦୮ ଧାରାରେ…

କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ କେନାଲରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନି । ବରଗଡ଼ ଜିଲ୍ଲା ବରପାଲି ଥାନା ସତଳମା ରାସ୍ତାର ବିଶିପାଲି ବ୍ରିଜ ନିକଟସ୍ଥ କେନାଲରୁ ଉଦ୍ଧାର ହୋଇଛି ମୃତଦେହ । ପାଣିରେ ମହିଳାଙ୍କ…

ଡାକ୍ତରଖାନାରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ: ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ଏପରି ସଂଗୀନ ଅଭିଯୋଗ । ସୁଖୀଗାଁ ପଂଚାୟତ ଗାବରୀଗୁଡାର ଧନମତି ସାନ୍ତା ଗତ ଏପ୍ରିଲ ୨ରେ ଜିଲ୍ଲା…